Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ରର ଯାତାୟତ ରାସ୍ତାରେ ଅବରୋଧ ହଟାଇବା ଦାବି ନେଇ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରତିବାଦ

3/12/2019 at 3:34 PM

ଚାନ୍ଦବାଲି ୩।୧୨: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ବିଜୟନଗର ପଂଚାୟତର ଚାନ୍ଦକୁଡ଼। ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯାତାୟତ ରାସ୍ତାରେ କିଛି ଲୋକ ଜବର ଦଖଲ କରିବା ପରେ ଏହାର ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ । କୁନିକୁନି ପିଲାମାନେ ରାସ୍ତା ଉପରେ ଅଭିନବ ପ୍ରତିବାଦ କରିବା ସହ ଧାରଣା ଦେଇଛନ୍ତି ।

ଗଁ।ରୁ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ଯାଏଁ ରାସ୍ତାରେ ଗୋଟିଏ ପଟେ ପୋଖରୀ ଥିବା ବେଳେ ଅନ୍ୟପଟେ ସରକାରୀ ରାସ୍ତାକୁ କିଛି ଲୋକ ଜବରଦଖଲ କରିନେବା ପରେ ରାସ୍ତା ସଙ୍କୁଚିତ ହେବା ସହ ବିପଦପୂର୍ଣ୍ଣ ହୋଇଯାଇଛି । କିଛିଦିନ ହେବ କୁଛାତ୍ରଛାତ୍ରୀମାନେ ସ୍କୁଲ ଓ ଚାନ୍ଦକୁଡ଼। ଅଙ୍ଗନଓ୍ବାଡି କେନ୍ଦ୍ରକୁ ବିପଦପୂର୍ଣ୍ଣ ରାସ୍ତା ଦେଇ ଯାଉଛନ୍ତି ।

ଏନେଇ ଗ୍ରାମବାସୀ ତହସିଲଦାର ଏବଂ ସିଡିପିଓଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଏହାର ପ୍ରତିବାଦ ସୂରୁପ ଛାତ୍ରଛାତ୍ରୀମାନେ ରାସ୍ତା ଉପରେ ଧାରଣାରେ ବସିଛନ୍ତି ।

   Related Posts