Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ କରୁଛି ଦିଲ୍ଲୀ ପବ୍ଲିକ୍‌ ସ୍କୁଲ୍‌

13/08/2018 at 10:46 AM

ଭବାନୀପାଟଣା୧୩/୮:ଭବାନୀପାଟଣାର ଦିଲ୍ଲୀ ପବ୍ଲିକ୍‌ ସ୍କୁଲରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଅଛି। ଠକେଇ ଜଣାପଡିବା ପରେ ଅଭିଭାବକ ମାନେ ସ୍ଲୁଲ ନାଁ ରେ ଏତଲା ଦେଇଛନ୍ତି। ଏହି ମାମଲାରେ ଭବାନୀପାଟଣା ଟାଉନ୍‌ ଥାନା ତଦନ୍ତ ଆରମ୍ଭ କରିଛି।

   Related Posts