ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ କରୁଛି ଦିଲ୍ଲୀ ପବ୍ଲିକ୍ ସ୍କୁଲ୍
13/08/2018 at 10:46 AM
ଭବାନୀପାଟଣା୧୩/୮:ଭବାନୀପାଟଣାର ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଅଛି। ଠକେଇ ଜଣାପଡିବା ପରେ ଅଭିଭାବକ ମାନେ ସ୍ଲୁଲ ନାଁ ରେ ଏତଲା ଦେଇଛନ୍ତି। ଏହି ମାମଲାରେ ଭବାନୀପାଟଣା ଟାଉନ୍ ଥାନା ତଦନ୍ତ ଆରମ୍ଭ କରିଛି।