ବୁର୍ଲା ଭିସୁଟରେ ଛାତ୍ର ଅଶାନ୍ତି, ସଂକ୍ରମିତ ଚିହ୍ନଟ ହେଲା ପରେ ବି ପାଠପଢା ବନ୍ଦ ନହେବାରୁ ତାତିଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | April 10, 2021 IST

ସମ୍ବଲପୁର ୧୦।୪: ବୁର୍ଲା ଭିସୁଟରେ ଦେଖାଦେଇଛି ଅଶାନ୍ତି । କ୍ୟାମ୍ପସ ପରିସରରେ ଏକାଠି ହୋଇଛନ୍ତି ଶହ ଶହ ଛାତ୍ରଛାତ୍ରୀ । ବିଶ୍ବବିଦ୍ୟାଳୟରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ସୁଦ୍ଧା କଲେଜ ବନ୍ଦ ନହେବାରୁ ତାତିଲେ ଛାତ୍ରଛାତ୍ରୀ । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରି କଲେଜରେ ପାଠପଢା ଜାରି ରଖିଛନ୍ତି । ଫଳରେ ସଂକ୍ରମଣ ବ୍ୟାପିବ ବୋଲି ଅଭିଯୋଗ ଆଣି ଛାତ୍ରଛାତ୍ରୀ ବସି ରହିଛନ୍ତି ।

{"id":436356,"width":840,"height":473,"sizeSlug":"large","linkDestination":"none"}

ଏନେଇ ନାରାବାଜି କରିବା ସହ କ୍ୟାମ୍ପସ ପରିସରରେ ବସି ରହିଛନ୍ତି । ଅଭିଯୋଗ ଅନୁସାରେ ୧୦ ଜଣ ଛାତ୍ରଛାତ୍ରୀ ଏବେ ଚିହ୍ନଟ ହୋଇଥିବାବେଳେ ଆଗକୁ ସଂକ୍ରମଣ ବ୍ୟାପି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.