Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||

ଓୟୁଏଟି ଭେଟେରିନାରୀ କଲେଜରେ ଛାତ୍ର ଅଶାନ୍ତି ; ଗେଟ୍‌ରେ ତାଲା ପକାଇ ଆନ୍ଦୋଳନରେ ବସିଲେ ଛାତ୍ରଛାତ୍ରୀ

20/12/2018 at 10:48 AM

ଭୁବନେଶ୍ବର ୨୦|୧୨:  ଓୟୁଏଟି ଭେଟେରିନାରୀ କଲେଜରେ ଛାତ୍ର ଅଶାନ୍ତି ଦେଖିବାକି ମିଳିଛି । କଲେଜରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି ଶତାଧିକ ଛାତ୍ରଛାତ୍ରୀ । ଯୋଗ୍ୟତା ନଥିବା ଲୋକଙ୍କୁ କଲେଜର ଡିନ୍ କରାଯାଇଥିବା ଅଭିଯୋଗ କରିଛନ୍ତି କଲେଜର ଛାତ୍ରଛାତ୍ରୀ । ଏହାର ପ୍ରତିବାର କରି ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏହିଭଳି ଆନ୍ଦୋଳନ କରାଯାଇଛି ।

ଏହି ନିଯୁକ୍ତି ଦ୍ବାରା ଭେଟେରିନାରୀ ସୋସାଇଟିର ନିୟମକୁ ଉଲ୍ଲଘଂନ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏହାସହ କଲେଜର ଅନ୍ୟ କିଛି ସମସ୍ୟା କଥା ମଧ୍ୟ ଉଠାଇଛନ୍ତି ଛାତ୍ରଛାତ୍ରୀ । ଗେଟ୍‌ରେ ତାଲା ପକାଇ କଲେଜ ଭିତରକୁ କାହାକୁ ଛାଡୁ ନାହାନ୍ତି ଛାତ୍ରଛାତ୍ରୀ ।

   Related Posts