ରାଉରକେଲା ସରକାରୀ ଆଇଟିଆଇ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟଣା : କ୍ଷତିପୂରଣ ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

Published By : Prameya-News7 Bureau | May 17, 2019 IST

ରାଉରକେଲା ୧୭|୫:  ରାଉରକେଲା ସରକାରୀ ଆଇଟିଆଇ କଲେଜ ଛାତ୍ର ଭାସ୍କର ସାହୁଙ୍କ ମୃତ୍ୟୁ ଘଟଣାରେ କ୍ଷତିପୂରଣ ଦାବି କରି ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି ।

କିଛି ଦିନ ତଳେ ଭାସ୍କର ଭୁବନେଶ୍ବର ଟ୍ରେନିଂ ପାଇଁ ଆସିଥିଲେ । ବୁଧବାର ଭୁବନେଶ୍ବରରୁ ରାଉରକେଲା ଫେରୁଥିବା ବେଳେ ଇଣ୍ଟରସିଟି ଏକ୍ସପ୍ରେସରୁ ଖସି ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ଛାତ୍ରଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାଉରକେଲା ସରକାରୀ ଆଇଟିଆଇ କଲେଜରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.