Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମ୍‌ସି କମିଶନର, ପ୍ରେମଚନ୍ଦ୍ର ଚୌଧରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ
  • ||
  • ଡେଲାଙ୍ଗ : କଣାସ ଗାଁ ସମତେ ବଜାରକୁ ୭ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ସଂକ୍ରମଣ ବୃଦ୍ଧିକୁ ଦେଖି ନିଷ୍ପତ୍ତି
  • ||
  • କେନ୍ଦୁଝର ଜେଲ୍‌ରେ ପଶିଲା କରୋନା, ୯ କଏଦୀ କୋଭିଡ଼ ସଂକ୍ରମିତ
  • ||
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ଗଜପତି ଅନ୍ତରବା କନ୍ୟାଶ୍ରମରୁ ନିଖୋଜ ଛାତ୍ରୀଙ୍କ ମିଳିଲା ପତ୍ତା ; ଟାଙ୍କିଲିପଦର ନିକଟରୁ ଉଦ୍ଧାର କଲା ପ୍ରଶାସନ

28/01/2019 at 10:10 AM

ମୋହନା ୨୮|୧:  ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତରବା କନ୍ୟାଶ୍ରମରୁ ୨୯ ଅନ୍ତେବାସୀ ରାତି ଅଧରେ ହଷ୍ଟେଲ ଛାଡିବ ପରେ ସେମାନଙ୍କର ପତ୍ତା ମିଳିଛି । ଦୀର୍ଘ ୧୮ ଘଣ୍ଟା ପରେ ସେମାନଙ୍କୁ ଉଦ୍ଧାର କରିଛି ଜିଲ୍ଲା ପ୍ରଶାସନ । ସେମାନଙ୍କୁ ଟାଙ୍କଲିପଦର ନିକଟରୁ ଉଦ୍ଧାର କରାଯାଇଥିବା ବେଳେ ରାତିରେ ଚନ୍ଦ୍ରଗିରି କନ୍ୟାଶ୍ରମରେ ରଖାଯାଇଛି ।

ଆଜି ସେମାନଙ୍କୁ ଅନ୍ତରବା କନ୍ୟାଶ୍ରମକୁ ନିଆଯିବ ବୋଲି ଜଣାପଡିଛି । ତେବେ କଣ ପାଇଁ ଛାତ୍ରୀମାନେ ହଷ୍ଟେଲ ଛାଡିଥିଲେ ତାହା ସ୍ପଷ୍ଟ ଜଣାପଡିନି ।

   Related Posts