Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାୟା ମେଲାଉଛି କରୋନା, ୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ ପଜିଟିଭ୍ ଚିହ୍ନଟ
  • ||
  • ପାଟଣା : ହାଇଓ୍ୱାକୁ ପିଟିଲା ଅଟୋ, ୭ ଗୁରୁତର
  • ||
  • ପଶ୍ଚିମବଙ୍ଗ : ଆଜି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ଭାଗ୍ୟ ନିର୍ଦ୍ଧାରଣ କରିବେ ୩୪୨ ପ୍ରାର୍ଥୀ
  • ||
  • ରାଜ୍ୟରେ ଏଥର କମ୍ ବର୍ଷା, ବଙ୍ଗୋପସାଗରରେ ସୃଷ୍ଟି ହେବ ଅଧିକ ଲଘୁଚାପ
  • ||
  • ଲମତାପୁଟ : ଗଞ୍ଜେଇ ବୋଝେଇ କାର୍‌ ଜବତ, ୨ଗିରଫ
  • ||
  • ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍‌, ଅଡୁଆରେ ପୋଲିସ
  • ||

ମୋହନା ବିରିକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରୁ ଛାତ୍ର ନିଖୋଜ

22/11/2018 at 3:59 PM

ଗଜପତି୨୨|୧୧:  ସ୍କୁଲ ହଷ୍ଟେଲରୁ ଛାତ୍ର ନିଖୋଜ । ଗଜପତି ଜିଲ୍ଲା ମୋହନା ବିରିକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରୁ ଛାତ୍ର ଜଣଙ୍କ ନିଖୋଜ ହୋଇଯାଇଛନ୍ତି । ଗତ ୧୪ ତାରିଖରୁ ସେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ନିଖୋଜ ଛାତ୍ର ହେଉଛନ୍ତି ପଞ୍ଚମ ଶ୍ରେଣୀର ଆମୋଦ ମାଝି । ସେ ବ୍ରହ୍ମପୁର ଯିବାକୁ କହି ହଷ୍ଟେଲରୁ ଚାଲିଆସିଥିଲେ । ଏ ନେଇ ପରିବାରଲୋକ ମୋହାନା ଥାନାରେ ଅଭିଯୋଗ କରିଛନ୍ତି ।

   Related Posts