ମୋହନା ବିରିକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରୁ ଛାତ୍ର ନିଖୋଜ

Published By : Prameya-News7 Bureau | November 22, 2018 IST

ଗଜପତି୨୨|୧୧:  ସ୍କୁଲ ହଷ୍ଟେଲରୁ ଛାତ୍ର ନିଖୋଜ । ଗଜପତି ଜିଲ୍ଲା ମୋହନା ବିରିକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରୁ ଛାତ୍ର ଜଣଙ୍କ ନିଖୋଜ ହୋଇଯାଇଛନ୍ତି । ଗତ ୧୪ ତାରିଖରୁ ସେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ନିଖୋଜ ଛାତ୍ର ହେଉଛନ୍ତି ପଞ୍ଚମ ଶ୍ରେଣୀର ଆମୋଦ ମାଝି । ସେ ବ୍ରହ୍ମପୁର ଯିବାକୁ କହି ହଷ୍ଟେଲରୁ ଚାଲିଆସିଥିଲେ । ଏ ନେଇ ପରିବାରଲୋକ ମୋହାନା ଥାନାରେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.