Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||
  • ଭୁବନେଶ୍ବର : ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ ପାଳନ ହେବ କୋଭିଡ୍ କଟକଣା
  • ||

ସ୍କୁଲରେ ଭୂତ ଖୋଜୁଛି ୪ବର୍ଷ ତଳର ଚିଠି

30/07/2018 at 11:42 AM

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବାୟାପଣ୍ଡାଧାର ଆଶ୍ରମ ବିଦ୍ୟାଳୟ । ଭୂତ ଭୟରେ ୨୦୦ପିଲା ଏବେ ହଷ୍ଟେଲ ଓ ସ୍କୁଲ ଛାଡିବା ଆରମ୍ଭ କରିଛନ୍ତି । ୪ବର୍ଷ ତଳେ ସେହି ସ୍କୁଲରେ ଆତ୍ମହତ୍ୟା କରିଥିବା ଛାତ୍ରୀ ଅନ୍ୟ ଛାତ୍ରୀଙ୍କ ଦେହରେ ପ୍ରବେଶ କରି ଖୋଜୁଛି ମୃତ୍ୟୁ ବେଳର ଗୋଟିଏ ଚିଠି। ସତେ ଯେମିତି କାନ୍ଦୁଚି ଅତୃପ୍ତଆତ୍ମା। ଆଉ ଭୁତ କହୁଛି ମୃତ୍ୟୁର କାହାଣୀ। ଗତ ୧୩ତାରିଖରେ ହଠାତ ଜଣେ ଛାତ୍ରୀଅସ୍ବଭାବିକ ଆଚରଣ ଦେଖାଇଥିଲେ। କେବଳଏହି ଜଣେ ଛାତ୍ରୀ ନୁହନ୍ତି ଆହୁରି୪-୫ଜଣ ଛାତ୍ରୀ ଏପରି ସମାନ ଢଙ୍ଗରେ ବ୍ୟବହାର ଦେଖାଇଛନ୍ତି। ସ୍କୁଲକର୍ତ୍ତୃପକ୍ଷ ପୀଡିତା ଛାତ୍ରୀଙ୍କୁ ଚିକିତ୍ସା କରାଇବା ସତ୍ବେ କୌଣସି ପରିବର୍ତନ ହେଲାନାହଁ। ଡାକ୍ତର ମଧ୍ୟ କିଛି ରୋଗ ଧରିପାରିଲେ ନାହିଁ।ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସ୍କୁଲରେ କୌଣସି ଭୌତିକ କାଣ୍ଡ ଘଟୁଥିବା ଆଶଙ୍କାରେ ଅଭିଭାବକମାନେ ନିଜନିଜ ପିଲାଙ୍କୁ ହଷ୍ଟେଲରୁ ନେଇଯାଇଛନ୍ତି। ବିଦ୍ୟାଳୟରେ ପୁଜାର୍ଚ୍ଚନା କରାଯିବା ସହ ଗୁଣିଆ ଆସି ତନ୍ତ୍ରପାଠ ନକରାଇଲେ ପିଲାମାନଙ୍କୁ ଆଉ ପଢିବାକୁ ଛାଡିବେନି ବୋଲି କହିଛନ୍ତି। ଅନ୍ୟପଟେ ଅନ୍ଧବିଶ୍ବାସ ଦୂରକରିବାକୁ ପିଲାମାନଙ୍କୁ ବୁଝାସୁଝା କ ରିବିଫଳ ହେ।ଇଛନ୍ତି କର୍ତ୍ତୃପକ୍ଷ।

   Related Posts