Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଶିକ୍ଷକଙ୍କ ବେତ ମାଡ଼ରେ ଛାତ୍ର ଗୁରୁତର, ଥାନାରେ ଏତଲା

4/11/2021 at 4:28 PM

ସୋର ୪୧୧: ଶିକ୍ଷକଙ୍କ ବେତ ମାଡ଼ରେ ଛାତ୍ର ଗୁରୁତର l ପୂର୍ବ ରାଗ ରଖି ଶିକ୍ଷକ ଅମାନୁଷିକ ଭାବରେ ଛାତ୍ରଙ୍କୁ ବେତରେ ମାରି ଗୁରୁତର କଲେ l ଛାତ୍ର ଡାକ୍ତରଖାନାରେ ଭର୍ତ୍ତି l

ବାଲେଶ୍ବର ଜିଲ୍ଲା ସୋର ବ୍ଲକ ମୂଳିସିଂ ହାଇସ୍କୁଲର ଗଣିତ ଶିକ୍ଷକ ହିମାଂଶୁ ନାୟକ ବାଗୁଡ଼ିରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଟିଉସନ କରନ୍ତି l ଗୁରୁବାର ସକାଳେ ଟିଉସନ ପଢୁଥିବା ଦଶମ ଶ୍ରେଣୀ ଛାତ୍ର ଗୋହିରାପଦl ଗ୍ରାମର ବଳରାମ ନାୟକଙ୍କ ପୁଅ ଉତ୍ତମକୁ ଗଣିତ ଶିକ୍ଷକ ହିମାଂଶୁ ପୂର୍ବ ରାଗ ରଖି ବେତରେ ଅମାନୁଷିକ ଭାବେ ୨୦ରୁ ଅଧିକ ପାହାର ପିଠି ଗୋଡକୁ ନିସ୍ତୁକ ମାଡ ଦେଇଛନ୍ତି l ଛାତ୍ର ଉତ୍ତମ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛି l ଘଟଣାକୁ ନେଇ ଛାତ୍ର ଉତ୍ତମର ବାପା ବଳରାମ ସୋର ଥାନାରେ ଶିକ୍ଷକ ହିମାଂଶୁ ନାମରେ ଅଭିଯୋଗ କରିଛି l

   Related Posts