Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ସ୍କୁଲରେ ବର୍ଷା ପାଣି ; ଛାତ୍ରଛାତ୍ରୀ ହନ୍ତସନ୍ତ

17/07/2018 at 5:59 AM

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ରସକୁଦି ଆଶ୍ରମ ବିଦ୍ୟାଳୟ ପରିସରରେ ବର୍ଷା ପାଣି ଜମି ରହିଛି | ବେଳକୁ ବେଳ ବିଦ୍ୟାଳୟ ପରିସରରେ ପାଣି ବଢିବାକୁ ଲାଗିଛି | ବର୍ଷା ପାଣି ବିଦ୍ୟାଳୟ ପରିସରରେ ଜମି ରହିବାରୁ ହନ୍ତସନ୍ତ ହେଉଛନ୍ତି ୪୫୪ ଜଣ ଛାତ୍ରଛାତ୍ରୀ | ପାଣି ଜମିଥିବାରୁ ପାଠପଢା ଠିକ ଭାବରେ ହୋଇପାରୁନାହିଁ | ବିଦ୍ୟାଳୟ ସମସ୍ୟା ଦୂର କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଛାତ୍ରଛାତ୍ରୀ |

   Related Posts