ଖଲ୍ଲିକୋଟ ୩|୭: ଟ୍ରାକ୍ଟର ଧକ୍କାରେ ଆଇଟିଆଇ ଛାତ୍ରୀ ମୃତ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଚିକଲଖଣ୍ଡି ଝରପୋଖରୀ ରାସ୍ତାରେ ଘଟିଛି ଦୁର୍ଘଟଣା । ମୃତ ଛାତ୍ରୀ ହେଉଛନ୍ତି ଶୁଭଶ୍ରୀ ଦାସ । ସେ ଆଇଟିଆଇକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଛତ୍ରପୁର ପୋଲିସ ପହଞ୍ଚି ଶବ ଜବତ କରିଛି । ଟ୍ରାକ୍ଟର ଜବତ ହୋଇଥିବା ବେଳେ ଚାଳକ ଫେରାର ହୋଇଯାଇଛି ।
ପ୍ରଥମ ପର୍ଯ୍ୟାୟରେ ପାଓ୍ବାରଫୁଲ୍ ଲଢ଼େଇ; ଗଡକରୀ, ସୋନ...