Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||

ପରୀକ୍ଷା ଦେବାକୁ ଆସୁଥିବା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଧରାପଡି ଛେଚା ଖାଇଲେ ଅଟୋ ଡ୍ରାଇଭର

9/10/2020 at 4:12 PM

ବାରଙ୍ଗ ୯।୧୦: ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟ କଲେ ଅଟୋ ଡ୍ରାଇଭର । ଇଗନ୍ୟୁରେ ପରୀକ୍ଷା ଦେବା ପାଇଁ ଆସିଥିବା ପିଜି ଛାତ୍ରୀଙ୍କୁ ଅଟୋ ଡ୍ରାଇଭର ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡଳୀ ଲୋଟା ବାସେଳୀଠାରେ ଜଣେ ଛାତ୍ରୀ ଦୁଷ୍କର୍ମ ଉଦ୍ୟମ ବେଳେ ଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି କିଛି ସାମ୍ବାଦିକ।

ସୂଚନା ଅନୁସାରେ ଭୁବନେଶ୍ବର ଜୟଦେବ ବିହାର ଇଗନ୍ୟୁରେ ପରୀକ୍ଷା ଦେବା ପାଇଁ ଛାତ୍ରୀ ଜଣଙ୍କ କେନ୍ଦ୍ରାପଡାରୁ ଆସୁଥିଲେ । କଟକ ଲିଙ୍କ୍ ରୋଡ୍ ଠାରେ ବସରେ ବାନ୍ତି ହେବାରୁ ସେ ଏକ ଅଟୋ ରିକ୍ସା ଯୋଗେ ଭୁବନେଶ୍ବର ଆସୁଥିଲେ ।  ଅଟୋ ଡ୍ରାଇଭର ବାରଙ୍ଗ ବାଟ ଦେଇ ଆଣୁଥିବା ବେଳେ ତାଙ୍କୁ ମୁଣ୍ଡଳୀ ନେଇ ସେଠାରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏତିକି ବେଳେ କିଛି ସାମ୍ବାଦିକ ଦେଖି ତାଙ୍କ ଉଦ୍ଧାର କରି ପୋଲିସ ଜିମା ଦେଇଛନ୍ତି । କିଛି ଲୋକ ତାଙ୍କୁ ମାଡପିଟ କରିଥିବା ମଧ୍ୟ ଜଣାପଡିଛି । ଛାତ୍ରୀଙ୍କୁ ପରୀକ୍ଷା ସ୍ଥଳରେ ଛଡାଯାଇଥିବା ଜଣାପଡିଛି ।  ଡ୍ରାଇଭରକୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ ଚଳାଇଛି ।

   Related Posts