ବାଙ୍କୀରେ ଛାତ୍ରଙ୍କ ଆତ୍ମାହୁତି ଉଦ୍ୟମ
26/06/2018 at 10:41 AM

ଏନସିସି କ୍ୟାଡରରୁ ବାଦ ପଡିବା ପରେ ଭାଙ୍ଗିପଡିଥିଲେ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ବୀରେନ ଦଳେଇ | ସେ ଯୁକ୍ତ ୩ ଦ୍ୱିତୀୟ ବର୍ଷର କଲା ଛାତ୍ର | ପ୍ରିନ୍ସିପାଲଙ୍କ ଅଫିସ ଆଗରେ ଦେହରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ | କଲେଜର ଅନ୍ୟ ଛାତ୍ରମାନେ ବୀରେନଙ୍କୁ ଉଦ୍ଧାର କରିଛନ୍ତି | ତେବେ ପ୍ରିନ୍ସିପାଲ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ବୀରେନଙ୍କୁ ପ୍ରତିଶୃତି ଦେଇଛନ୍ତି |
Related Posts
ପାରାଦୀପ: ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟ କର୍ମଚାରୀ
19 January 2021