Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛାତ୍ରକୁ ଛୁରାମାଡ : ଜଣେ ଅଟକ

25/12/2018 at 2:18 PM

ନୟାଗଡ଼ ୨୫/୧୨: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛାତ୍ରକୁ ଛୁରାମାଡ ହୋଇଛି। ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଗୁରୁତର ଛାତ୍ର  ହେଲେ ନୟାଗଡ କଲେଜର ପ୍ରକାଶ ବେହେରା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅନ୍ୟ ଗୋଷ୍ଠୀର ଛାତ୍ର ଆକ୍ରମଣ କରିଛନ୍ତି। ଆକ୍ରମଣ କରି ଜଣେ ଛାତ୍ର ଫେରାର ହୋଇଯାଇଛି। ଅନ୍ୟ ଜଣେ ଛାତ୍ରଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି।

   Related Posts