ଟ୍ରାନ୍ସଫର୍ମର ଅଛି ,ହେଲେ ଗାଁରେ ବିଜୁଳି ଆଲୁଅ ପହଞ୍ଚିପାରିନି ।
27/08/2018 at 6:30 AM

( ମୟୁରଭଂଜ;୨୭/୦୮) ଗାଁରେ ଟ୍ରାନ୍ସଫର୍ମର ଅଛି । ପ୍ରତି ଘରକୁ ତାର ସଂଯୋଗ କରାଯାଇ ମିଟର ବକ୍ସ ବି ଲାଗିଛି । ହେଲେ ଏବେ ଯାଏ ଗାଁରେ ବିଜୁଳି ଆଲୁଅ ପହଞ୍ଚିପାରିନି । ସଂଧ୍ୟା ହେଲେ ଡିବିରି ବତୀ ସାହା ଭରସା । ବାରମ୍ବାର ଅଭିଯୋଗ କଲେବି ଶୁଣିବାକୁ କେହି ନାହାନ୍ତି । ଦେଖିବା ମୟୁରଭଞ୍ଜ ବଡସାହି ବ୍ଲକ ଟଙ୍ଗାଶୋଳ ପଞ୍ଚାୟତବାସୀଙ୍କ ଦୁର୍ଦ୍ଦଶା
Related Posts
ଇମାମି ପେପର୍ କମ୍ପାନୀରେ ବ୍ୟାପିଲା କରୋନା, ଥରକେ ୧୦୧ ପଜିଟିଭ୍
12 April 2021