ଟିଟିଲାଗଡ଼କୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ; ଆଜିଠୁ ତିନିଦିନ ପାଇଁ ଅର୍ଥନୈତିକ ଅବରୋଧ

Published By : Prameya-News7 Bureau | November 20, 2018 IST

ବଲାଙ୍ଗିର ୨୦|୧୧:  ଟିଟିଲାଗଡ଼କୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଆଜିଠୁ ତିନିଦିନ ପାଇଁ ଅର୍ଥନୈତିକ ଅବରୋଧ କରିବାକୁ କ୍ରିୟାନୁଷ୍ଠାନ କମିଟି ନିଷ୍ପତ୍ତି ନେଇଛି। ଆଜି ଟିଟିଲାଗଡ଼ ସହରରେ ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କ ରହିଛି। ସବୁ ଅର୍ଥ ଲଗାଣକାରୀ ସଂସ୍ଥାକୁ ମଧ୍ୟ ବନ୍ଦ ରଖାଯାଇଛି। ସହରର ସମସ୍ତ ସରକାରୀ ଅଫିସକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି । ସରକାରୀ ଅଫିସ ଗୁଡ଼ିକ ଆଜି ଖୋଲିନଥିବା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.