ନୂତନ କୃଷି ବିଲ୍କୁ ବିରୋଧ ଜାରି , ଢେଙ୍କାନାଳରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
5/12/2020 at 4:14 PM

ଢେଙ୍କାନାଳ ୦୫।୧୨: କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲ୍କୁ ପ୍ରତ୍ୟାହାର ଦାବି । ଢେଙ୍କାନାଳରେ ମଧ୍ୟ ନୂତନ କୃଷିନୀତି ବିରୋଧ ଜାରି ରହିଛି । ବିଭିନ୍ନ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସାରାଦେଶରେ କୃଷି ବିଲ୍କୁ ବିରୋଧ କରିଥିବା ବେଳେ ଆଜି ଢେଙ୍କାନାଳରେ ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଇଛି । ଏପରିକି ନୂତନ କୃଷି ବିଲକୁ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କିଷାନ ମଞ୍ଚ ଆହ୍ୱାନରେ ଆଜି ଢେଙ୍କାନାଳ ନବ ନିର୍ମାଣ କୃଷକ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇଛି । ସଂଗଠନ ପକ୍ଷରୁ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି ।
Related Posts
ଝାରସୁଗୁଡାରେ ଟୋକନ ସମସ୍ୟାକୁ ନେଇ ତାତିଲେ ଚାଷୀ, ଅବରୋଧ କଲେ ଜାତୀୟ ରାଜପଥ
25 January 2021
ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
25 January 2021