Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କଳା ବ୍ଯାଚ ପିନ୍ଧି କାର୍ଯ୍ଯରେ ଯୋଗ ଦେଲେ ହାଉସ ସର୍ଜନ, ଦାବି ପୂରଣ ନହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

24/01/2021 at 10:24 AM

ସମ୍ବଲପୁର ୨୪।୦୧: ବୁର୍ଲା  ଭୀମସାରରେ କଳା ବ୍ଯାଚ ପିନ୍ଧି କାର୍ଯ୍ଯରେ ଯୋଗ ଦେଇଛନ୍ତି ହାଉସ ସର୍ଜନ । ଷ୍ଟାଇପେଣ୍ଡ ବୃଦ୍ଧି ଦାବି ନେଇ ହାଉସ ସର୍ଜନ ମାନେ କଳା ବ୍ଯାଚ ପିନ୍ଧି କାର୍ଯ୍ଯରେ ଯୋଗ ଦେଇଛନ୍ତି । ଆସନ୍ତା ୨୮ ତାରିଖ ଭିତରେ ଯଦି ଷ୍ଚାଇପେଣ୍ଡ ବୃଦ୍ଧି ନେଇ କୌଣିସ ନିଷ୍ପତ୍ତି ନହୁଏ ତେବେ ଆଗାମୀ ତେବେ କାର୍ଯ୍ଯବନ୍ଦ ଆନ୍ଦୋଳନ କରିବେ ବୋଲି ଭୀମସାର ହାଉସ ସର୍ଜନ ସଂଘ କହିଛି ।

ଖବର ଅନୁଯାୟୀ, ପ୍ରତି ତିନି ବର୍ଷରେ ଥରେ ସେମାନଙ୍କର ଷ୍ଟାଇପେଣ୍ଡ ବୃଦ୍ଧି ହେବା କଥା ହେଲେ ତାହା ବୃଦ୍ଧି ହେଉନାହିଁ  । ଏନେଇ ସଂଘ ପକ୍ଷରୁ ମୁଖ୍ଯ ଶାସନ ସଚିବ, ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ଦାବି ପତ୍ର ଦିଆଯାଇଛି । କିନ୍ତୁ ଏପର୍ଯ୍ଯନ୍ତ ତାହା ପୂରଣ ନହେବାରୁ ବର୍ତ୍ତମାନ କଳାବ୍ଯାଚ ପିନ୍ଧି କାର୍ଯ୍ଯରେ ଯୋଗ ଦେଇଥିବା କହିଛନ୍ତି । ଯଦି ଆଗାମୀ ଦିନରେ ଦାବି ପୂରଣ ନହେବ, ତେବେ ଆସନ୍ତା ୨୮ ତାରିଖରେ ସମ୍ପୂଣ୍ଣ କାର୍ଯ୍ଯବନ୍ଦ କରିବେ ହାଉସ ସର୍ଜନ ସଂଘ ଚେତେବନୀ ଦେଇଛି ।

   Related Posts