Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

୯ ଦଫା ଦାବିରେ ଗାଁ ସାଥିଙ୍କ ଧାରଣା: କହିଲେ, ମାସକୁ ୧୦ ଦିନ କାମ ଦିଆଯାଉ…

16/11/2020 at 6:43 PM

ଭଦ୍ରକ୧୬/୧୧: ଗାଁ ସାଥି ମିଳିତ କ୍ରିୟାନୁଷ୍ଠାନ କମିଟି ଶାଖା ପକ୍ଷରୁ ୯ ଦଫା ଦାବି କରି ଡିଆରଡିଏ କାର୍ଯ୍ୟାଳୟ ସାମ୍ନାରେ ଗାଁ ସାଥୀମାନେ ଧାରଣରେ ବସିଛନ୍ତି। ସେମାନଙ୍କ ଦାବି ରହିଛି ଯେ, ଗାଁ ସାଥିଙ୍କୁ ସର୍ବନିମ୍ନ ମାସକୁ ୧୦ ଦିଆ କାମ ଦିଆଯାଉ। ମନରେଗାରେ ସମସ୍ତ ପ୍ରକଳ୍ପ କାର୍ଯ୍ୟ ଦିଆଯାଉ। ଏଥିସହ ବକେୟା ପ୍ରାପ୍ୟ ମଧ୍ୟ ଦାବି କରିଛନ୍ତି।

ଏହା ବ୍ୟତୀତ ବସୁଦେବପୁର ବ୍ଲକର ବ୍ରାହ୍ମଣୀଗାଁର ଗାଁ ସାଥି ନ୍ୟାୟ ଦାବି କରିଛନ୍ତି । ସେଣ୍ଟ୍ରାଲ ଟିମର ବାସୁଦେବପୁର  ଗ୍ରସ୍ତ ସମୟରେ ସର୍ବ ସମ୍ମୁଖରେ ସରପଞ୍ଚ ଗାଁ ସାଥିଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ଗାଁ ସାଥି ବସୁଦେବପୁର ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ହେଲେ ପୋଲିସ୍ ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। ୯  ଦଫା ଦାବି ସହ ମାଡର ଶିକାର ହୋଇଥିବା ଗାଁ ସାଥିଙ୍କୁ ନ୍ୟାୟ ପ୍ରଦାନ ନ କଲେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

   Related Posts