Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||

ଶ୍ରମିକଙ୍କୁ ଛଟେଇ ପ୍ରତିବାଦରେ ଧାରଣା, ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର

2/01/2021 at 3:23 PM

ଭଦ୍ରକ ୦୨।୦୧ : ଶ୍ରମିକଙ୍କୁ ଛଟେଇ ପ୍ରତିବାଦରେ ଧାରଣା । ଶ୍ରମିକ ସଂଘ ତରଫରୁ ମିଲ୍‌ ସମ୍ମୁଖରେ ଧାରଣା ଦିଆଯାଇଛି । ଭଦ୍ରକ ସହରାଞ୍ଚଳର ଡାହାଣିଗଡିଆ ସ୍ଥିତ ଏକ ଘରୋଇ ଫ୍ଲୋର ମିଲ ସମ୍ମୁଖ ରେ ଶ୍ରମିକଙ୍କ ପକ୍ଷରୁ ଧାରଣା ଦିଆଯାଇଛି ।

ଖବର ଅନୁଯାୟୀ, ୨୦୧୯ ମସିହାରେ ଶ୍ରମିକମାନେ ନିଜ ନିଜରା ଦିବ କମ୍ପାନୀକୁ ଜଣାଇଥିଲେ । ଏହି ସବୁ ଦାବିକୁ ନେଇ ଧାରଣା ମଧ୍ୟ ଦେଇଥିଲେ । ମାଲିକ ପୂର୍ବରୁ ଧାରଣାରତ ଶ୍ରମିକମାନଙ୍କୁ ଛଟେଇ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ପ୍ରଶାସନ ଓ ଶ୍ରମିକ ୟୁନିୟନର ମିଳିତ ଉଦ୍ୟମରେ ସେମାନଙ୍କୁ ପୁନଃ କାର୍ଯ୍ୟରେ ନିୟୋଜିତ କରାଯାଆଇଥିଲା । ଚଳିତ ବର୍ଷ ଜାନୁଆରୀ ୫ ତାରିଖରେ  ଦାବିକୁ ତଦନ୍ତ କରିବାକୁ  ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ନିର୍ଦ୍ଧାରିତ ସମୟ ପୂର୍ବରୁ ରାତି ଅଧିଆ ଶ୍ରମିକଙ୍କୁ ଛଟେଇ କରାଯାଇଛି ।  ହଠାତ ଶ୍ରମିକମାନଙ୍କୁ ଛଟେଇ ହୋଇଥିବା ଖବର ଜାଣି ଫାଟକ ସମ୍ମୁଖରେ ଧାରଣା ଦିଆଯାଇଛି । ତେବେ  ଏହି ଧାରଣା ଭାରତୀୟ ମଜଦୁର ସଂଘ  ମଧ୍ୟ ସାମିଲ ହୋଇଛି । ଛଟେଇ ପରେ ପ୍ରଶାସନ ଓ ଶ୍ରମ ବିଭାଗ କୁ ମଧ୍ୟ ଏନେଇ ଅବଗତ କରାଯିବ ଓ ମିଲ ତରଫରୁ ଶ୍ରମିକଙ୍କ ଛଟେଇ ନିଷ୍ପତ୍ତି ବାତିଲ ନକଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଚାଲିବ ବୋଲି ଚେତାବନୀ ଦିଆଯାଇଛି ।

   Related Posts