Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ସିଡିଏମ୍ଓ ଅଫିସ ଆଗରେ ଡାକ୍ତର ସଂଘର ବିକ୍ଷୋଭ, ଆୟୁଷ ଡାକ୍ତରଙ୍କ ସର୍ଜରୀ ନିଷ୍ପତ୍ତିକୁ ବିରୋଧ କରି ଆନ୍ଦୋଳନ

9/12/2020 at 1:45 PM

ଅନୁଗୁଳ ୦୯।୧୨: ଅନୁଗୁଳ ସିଡିଏମ୍‌ଓଙ୍କ ଅଫିସ ସମ୍ମୁଖରେ ଡାକ୍ତର ସଂଘର ବିକ୍ଷୋଭ । କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ପକ୍ଷରୁ ଆୟୁଷ ଡାକ୍ତରମାନେ ସର୍ଜରୀ କରିପାରିବେ ବୋଲି ନିଷ୍ପତ୍ତିକୁ ବିରୋଧ କରି ଡାକ୍ତରମାନେ ବିକ୍ଷୋଭକୁ ଓହ୍ଲାଇଥିଲେ । ଅନୁଗୁଳ ସିଡିଏମଓ ଅଫିସ ଆଗରେ ଜିଲ୍ଲା ଓମସା ଏବଂ ଆଇଏମଏ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଉପଯୁକ୍ତ ତାଲିମ ନଥାଇ ହୋମିଓପାଥି ଓ ଆୟୁର୍ବେଦିକ ଡାକ୍ତରମାନେ କିଭଳି ଏକ ଜଟିଳ କାର୍ଯ୍ୟ କରିବେ ବୋଲି ଡାକ୍ତରମାନେ ପ୍ରଶ୍ନ ଉଠାଇଛନ୍ତି । ଏହାଦ୍ୱାରା ରୋଗୀର ଜୀବନ ବିପଦରେ ପଡିବା ଆଶଙ୍କା ରହିଛି । ଏହି ବିକ୍ଷୋଭରେ ଆଇଏମଏ ଜିଲ୍ଲା ସଭାପତି ଡା. ବିନୟ କୁମାର ନାଥ, ଡା. ପ୍ରଭାତ କୁମାର ପଣ୍ଡା ଏବଂ ଓମସା ରାଜ୍ୟ ସମ୍ପାଦକ ଡା. ବିଶ୍ଵଜିତ ସାମଲଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ଅନୁଗୁଳ ସିଡିଏମଓ ଅଫିସ ଆଗରେ ଜିଲ୍ଲା ଓମସା ଏବଂ ଆଇଏମଏ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

   Related Posts