କୋରାପୁଟ ଜିଲ୍ଲାପାଳଙ୍କ ବିରୋଧରେ ଆନ୍ଦୋଳନ
4/08/2018 at 8:05 AM

କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ବିରୋଧରେ ଆନ୍ଦୋଳନ | ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସହ ପାରା ମେଡିକାଲ ଷ୍ଟାଫ ଆନ୍ଦୋଳନରେ ବସିଛନ୍ତି | ଡାକ୍ତରଖାନାର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଗତକାଲି ଜିଲ୍ଲାପାଳ ଗାଳିଗୁଲଜ କରିଥିଲେ |
ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ | ଜିଲ୍ଲାପାଳ କ୍ଷମା ମାଗିବାକୁ କର୍ମଚାରୀ ସଂଘ ଦାବି କରିଥିଲେ ଓ ଏଥିପାଇଁ ୨୪ ଘଣ୍ଟାର ମହଲତ ମଧ୍ୟ ଦେଇଥିଲେ |
Related Posts
ଚିକିତ୍ସକଙ୍କ ମହା ଆବିଷ୍କାର: ଦୃଷ୍ଟିଶକ୍ତି ମିଳିବା ହେବ ସହଜ
19 April 2021