Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଘରେ ପଶି ୧୦ମାସର ଶିଶୁକୁ ଝୁଣିଦେଲା ବୁଲା କୁକୁର…

18/10/2019 at 8:57 PM

କଳାହାଣ୍ଡି ୧୮| ୧୦:  ବୁଲା କୁକୁରର ଆକ୍ରମଣରେ ୧୦ମାସ ଶିଶୁ ଗୁରୁତର । ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମରେ  ଏହି ଅଘଟଣ ଘଟିଛି । ଘରେ ପଶି ୧୦ ମାସର ଶିଶୁକୁ  ଏକ ବୁଲା କୁକୁର ଆକ୍ରମଣ କରିଛି ।

ଅମିତ ମଙ୍ଗରାଜଙ୍କ ଦଶ ମାସର ଛୁଆ ଘରେ ଖେଳୁଥିବା ବେଳେ ହଠାତ ଏକ ବୁଲା କୁକୁର ଘର ଭିତରକୁ ପଶି ଛୁଆର ମୁହଁରେ ଆକ୍ରମଣ କରି ଗାଲର ଗୋଟିଏ ପଟ ମାଂସକୁ ଝୁଣି ଦେଇଛି ।ଗୁରୁତର ଶିଶୁକୁ ଧର୍ମଗଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

   Related Posts