କଳାହାଣ୍ଡି ୧୮| ୧୦: ବୁଲା କୁକୁରର ଆକ୍ରମଣରେ ୧୦ମାସ ଶିଶୁ ଗୁରୁତର । ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମରେ ଏହି ଅଘଟଣ ଘଟିଛି । ଘରେ ପଶି ୧୦ ମାସର ଶିଶୁକୁ ଏକ ବୁଲା କୁକୁର ଆକ୍ରମଣ କରିଛି ।
{"id":171559}ଅମିତ ମଙ୍ଗରାଜଙ୍କ ଦଶ ମାସର ଛୁଆ ଘରେ ଖେଳୁଥିବା ବେଳେ ହଠାତ ଏକ ବୁଲା କୁକୁର ଘର ଭିତରକୁ ପଶି ଛୁଆର ମୁହଁରେ ଆକ୍ରମଣ କରି ଗାଲର ଗୋଟିଏ ପଟ ମାଂସକୁ ଝୁଣି ଦେଇଛି ।ଗୁରୁତର ଶିଶୁକୁ ଧର୍ମଗଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
{"id":171560}