Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ବିସ୍ମୟ ବାଳକ: ଅନର୍ଗଳ କହୁଛନ୍ତି ରାଜ୍ୟର ରାଜଧାନୀ ନାଁ, ଏକ୍ସକ୍ଲୁସିଭ୍ ଓ୍ବାଲର୍ଡ ରେକର୍ଡ ପୁରସ୍କାରରେ ହେଲେ ସମ୍ମାନୀତ

12/01/2021 at 4:08 PM

ବଲାଙ୍ଗୀର୧୨/୧: ବୟସ ମାତ୍ର ଏକ ବର୍ଷ ୧୧ ମାସ। ଯେଉଁ ବୟସରେ ଶିଶୁଟି ମାଆ କୋଳରେ ଅଳିଅର୍ଦଳି କରି ସମୟ ବିତାଇବା କଥା, କିନ୍ତୁ ଏହି ବୟସରେ ବହୁ ଜ୍ଞାନର ଅଧିକାରୀ ହୋଇଛିନ୍ତି ଏହି ବିସ୍ମୟ ବାଳକ। ମାତ୍ର ଏକ ବର୍ଷ ୧୧ ମାସ ବୟସରେ ପାଠ ପଢିବା ସହ ଅନର୍ଗଳ କହୁଛନ୍ତି ଭାରତର ବିଭିନ୍ନ ରାଜ୍ୟ ରାଜଧାନୀ ନାମ। ବଲାଙ୍ଗୀର ସହର ବିସ୍ମୟ ବାଳକଙ୍କୁ ମିଳିଛି ଏକ୍ସକ୍ଲୁସିଭ୍ ଓ୍ବାଲର୍ଡ ରେକର୍ଡ ପୁରସ୍କାର।

ଭାରତର ୨୮ଟି ରାଜ୍ୟର ରାଜଧାନୀ ନାମ କହିବା ସହ ମନେ ରଖିପାରୁଛନ୍ତି ବହୁ ପାଠ। ଯାହାକୁ ନେଇ ବେଶ ଖୁସି ପରିବାର ଲୋକଙ୍କ ସହ ସମଗ୍ର ଜିଲ୍ଲାରେ ଖୁସିର ଲହରି। ଆଗାମୀ ଦିନରେ ତାଙ୍କୁ ନେଇ ଢେର ସ୍ବପ୍ନ ପରିବାର ଲୋକ ଦେଖିଥିବା ବେଳେ ଆଗକୁ ଆହୁରି ରେକର୍ଡ କରିବା ସହ ଜିଲ୍ଲାର ନାଁ ରଖିବା ନେଇ ଆଶାରେ ପରିବାର ଲୋକ। ମାଆ ଓ ବାପା ଦୁହେଁ ପଚାରି ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ପ୍ରଶ୍ନ  ଓ କିଛି କ୍ଷଣ ମଧ୍ୟରେ ମିଳୁଛି ଉତ୍ତର। ବଲାଙ୍ଗୀର ସହରର ରାଜିବନଗରରେ ବାସ କରୁଥିବା ଓମପ୍ରକାଶ  ସାହୁଙ୍କ ୧ ବର୍ଷ ୧୧ ମାସର ପୂତ୍ର ଧର୍ମପଦ ସାହୁ। ଧର୍ମପଦଙ୍କୁ ଏବେ ମାତ୍ର ଏକ ବର୍ଷ ୧୧ ମାସ ବୟସ ହୋଇଛି।

   Related Posts