Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ନିଜ ଭଉଣୀଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିଲା ଏହି ରାଜା : ମନ ଭରିଗଲେ ତାଙ୍କୁ…….

16/03/2019 at 1:43 PM

ଆପଣମାନେ ଅନେକ ରାଜା ,ମହାରାଜାଙ୍କ ବିଷୟରେ ଶୁଣିଥିବେ। କିନ୍ତୁ ଆଜି ଆମେ ଯେଉଁ ରାଜାଙ୍କ ବିଷୟରେ ଜାଣିବା ସେ ନିଜ ଖରାପ ନୀତି ପାଇଁ ଜଣା ଯାଉଥିଲେ। ସବୁଠୁ ଆଶ୍ଚର୍ଯ୍ୟଦାୟକ କଥା ଏହା ଥିଲା ଯେ ସେ ନିଜ ଭଉଣୀଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିଲେ। ଯେତେବେଳେ ତାଙ୍କ ମନ ଭରି ଯାଉଥିଲା ତାଙ୍କୁ ବେଶ୍ୟାଳୟରେ ବିକ୍ରି କରିଦେଉଥିଲା।

ସେ ନିଜ ଭଉଣୀଙ୍କ ସହ ଶାରିରୀକ ସମ୍ପର୍କ ରଖିବା ସହ ନିଜ ପତ୍ନୀଙ୍କୁ ଅନ୍ୟ ପୁରୁଷଙ୍କ ପାଖକୁ ଛାଡ଼ିଦେଉଥିଲେ। ଏହି ରାଜାଙ୍କ ନାଁ ଗାୟ​ସ ଜୁଲିୟସ ସିଜର ଜର୍ମାନିକ୍ସ ଥିଲା।

କୁହାଯାଉଥିଲା ଯେ ରାଜାଙ୍କ ଗୋଟିଏ ଆଖି ଭିତରକୁ ପଶି ଯାଇଥିବା ଯୋଗୁଁ ତାଙ୍କୁ ଛେଳି ସହ ତୁଳନା କରାଯାଉଥିଲା। ଯଦି କେହି ଛେଳିର ନାଁ ନେଉଥିଲା ତେବେ ତାକୁ ମୃତ୍ୟୁଦଣ୍ଡ ମିଳୁଥିଲା।

ଏହି ରାଜା ନିଜ ଭଉଣୀଙ୍କ ସହ ଜବରଦସ୍ତି ଶାରିରୀକ ସମ୍ପର୍କ ରଖୁଥିଲା। ଏହି ରାଜା ପରିବାରର ସମସ୍ତ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲା।  

   Related Posts