Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶବ୍ୟାପୀ ତ୍ରିରଙ୍ଗା ରାଲି ବାହାର କରିବେ କୃଷକ, ଅଗଷ୍ଟ ୧୫ରେ ପାଳନ କରିବେ ଏହି ଦିବସ
  • ||
  • ଟୋକିଓ ଅଲିମ୍ପିକ୍ସ: ଆଜି ଇତିହାସ ରଚିବାକୁ ଓହ୍ଲାଇବେ ରବି ଦାହିଆ, ପୁରୁଷ ହକି ଉପରେ ବି ରହିବ ନଜର
  • ||
  • ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭକ୍ତଙ୍କ ପାଇଁ ବଡ଼ ଘୋଷଣା, ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର
  • ||
  • ଅଗଷ୍ଟ ୧୬ରୁ ଶ୍ରୀମନ୍ଦିର ଖୋଲିବ
  • ||
  • ଟୋକିଓ ଅଲିମ୍ପିକ୍ସ ହକି ସେମିଫାଇନାଲ୍‌ରେ ହାରିଲା ମହିଳା ଦଳ, ଫାଇନାଲ୍‌କୁ ଉନ୍ନିତ ହେଲା ଆର୍ଜେଣ୍ଟିନା
  • ||
  • ଦେବଗଡ : ହନୁମାନ ପଇସା ରାକେଟ୍ ଠାବ : ୩ ଗିରଫ, ୨ଟି ହନୁମାନ ପଇସା ଜବତ
  • ||
  • ସାଲେପୁର : ସାଲେପୁର ଅଞ୍ଚଳରୁ ବିରଳ ଏଣ୍ଡୁଅ ଉଦ୍ଧାର, ବଦଳାଉଛି ରଙ୍ଗ
  • ||
  • ଢେଙ୍କାନାଳ : ବିକ୍ରି କରୁଥିଲେ ବାରହା ମାଂସ, ୩ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ
  • ||
  • ଅନୁଗୋଳ : ରେଙ୍ଗାଳି ଡ୍ୟାମ୍‌ରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ୭ ନମ୍ବର ଗେଟ୍ ଦେଇ ଜଳ ନିଷ୍କାସିତ
  • ||

‘୨୦୦୦ ମହିଳାଙ୍କ ସହ ରାତି ବିତାଇଛି, ଜୀବନକୁ ମନଭରି ଉପଭୋଗ କରିଛି’,ଏନବିଏ ଷ୍ଟାର୍ ଡେନିସ୍ ସବୁକଥା ମାନିଲା ପରେ କହିଲେ ମୁଁ ଏବେ ବଦଳି ଯାଇଛି

8/08/2020 at 10:22 PM

ନ୍ୟୁୟର୍କ ,୦୮|୦୮ :  ଏନବିଏ ଲିଜେଣ୍ଡ ଡେନିସ୍ ରୋଡମେନ୍ ନିଜ ବାବଦରେ ଏକ ଚକିତ କଲା ଭଳି କଥା କହିଛନ୍ତି । ସେ ଅବସର ପରେ ପ୍ରାୟ ୨ ହଜାର ଯୁବତୀଙ୍କ ସହ ରାତି କଟାଉଥିଲେ ବୋଲି କହିଛନ୍ତି  । ଏପରି ସେ ଅନେକ ବର୍ଷା ବିତାଇଥିଲେ । ଏପରି କରିବା ଦ୍ୱାରା ତାଙ୍କର ପ୍ରାଇଭେଟ୍ ପାର୍ଟ ମଧ୍ୟ କ୍ଷତାକ୍ତ ହୋଇଥିଲା । ଏବେ ସେ ସୁସ୍ଧ ଅଛନ୍ତି ବୋଲି କହିଛନ୍ତି ।

ଚିକାଗୋ ବୁଲସ୍ ଟିମ୍ ତରଫରୁ ଖେଳୁଥିବା ଡେନିସ୍ ମଡେଲ୍ କର୍ମନ୍ ଅଲେକ୍ଟ୍ରାଙ୍କୁ ବିବାହ କରିଥିଲେ । ଏବେସେ ୫୯ ବର୍ଷରେ ଉପନୀତ । ସେ କହିଛନ୍ତି ଯେ, ସେ ୨୦୦୦ରୁ ଅଧିକ ମହିଳାଙ୍କ ସହ ରାତି ବିତାଇଛନ୍ତି । ଏହାମଧ୍ୟରୁ ୫୦୦ଜଣ ଦେହଜୀବୀ ଥିଲେ ।ଜୀବନକୁ ମନଭରି ଉପଭୋଗ କରିଛନ୍ତି । ଏବେ କିନ୍ତୁ ବଦଳି ଯାଇଛି ।

ସେ ଆହୁରି କହିଛନ୍ତି ଯେ,ସେ ଅନେକ ଥର ଅଚିହ୍ନା ୟୁବତୀଙ୍କ ସହ ବିତାଇଥିବା ରାତିକୁ ମନେ ପକାନ୍ତି । ଏକଦା ଜଣେ ଯୁବତୀ ବହୁତ କ୍ରେଜି ଥିଲେ । ସେ ଆଉ ସେହି ୟୁବତୀ ଏକ ଡଙ୍ଗାରେ ଥିଲେ । ସେ କିଛି ନୂଆ କରିବାକୁ କହିଥିଲେ । ଏପରିକି ସେ ଦୌଡି ତାଙ୍କ ପାଖକୁ ଆସନ୍ତୁ ବୋଲି ଯୁବତୀ ଚାହୁଁଥିଲେ । ଏପରି କରିବା ବେଳେ ସେ ପଡିଯାଇଥିଲେ । ରକ୍ତ ମଧ୍ୟ ବାହାରିଥିଲା । ଯୁବତୀ ଜଣଙ୍କ ତାଙ୍କୁ ସେ ଆଘାତ କରିବାକୁ ଚେଷ୍ଟା କରୁଥିଲେ ବୋଲି ଭାବିଥିଲେ ।  ଏପରି ୩ଥର ତାଙ୍କ ସହ ହୋଇଛି ।

   Related Posts