'୨୦୦୦ ମହିଳାଙ୍କ ସହ ରାତି ବିତାଇଛି, ଜୀବନକୁ ମନଭରି ଉପଭୋଗ କରିଛି',ଏନବିଏ ଷ୍ଟାର୍ ଡେନିସ୍ ସବୁକଥା ମାନିଲା ପରେ କହିଲେ ମୁଁ ଏବେ ବଦଳି ଯାଇଛି

Published By : Prameya-News7 Bureau | August 08, 2020 IST

ନ୍ୟୁୟର୍କ ,୦୮|୦୮ :  ଏନବିଏ ଲିଜେଣ୍ଡ ଡେନିସ୍ ରୋଡମେନ୍ ନିଜ ବାବଦରେ ଏକ ଚକିତ କଲା ଭଳି କଥା କହିଛନ୍ତି । ସେ ଅବସର ପରେ ପ୍ରାୟ ୨ ହଜାର ଯୁବତୀଙ୍କ ସହ ରାତି କଟାଉଥିଲେ ବୋଲି କହିଛନ୍ତି  । ଏପରି ସେ ଅନେକ ବର୍ଷା ବିତାଇଥିଲେ । ଏପରି କରିବା ଦ୍ୱାରା ତାଙ୍କର ପ୍ରାଇଭେଟ୍ ପାର୍ଟ ମଧ୍ୟ କ୍ଷତାକ୍ତ ହୋଇଥିଲା । ଏବେ ସେ ସୁସ୍ଧ ଅଛନ୍ତି ବୋଲି କହିଛନ୍ତି ।

{"id":311838,"width":752,"height":423,"sizeSlug":"large"}

ଚିକାଗୋ ବୁଲସ୍ ଟିମ୍ ତରଫରୁ ଖେଳୁଥିବା ଡେନିସ୍ ମଡେଲ୍ କର୍ମନ୍ ଅଲେକ୍ଟ୍ରାଙ୍କୁ ବିବାହ କରିଥିଲେ । ଏବେସେ ୫୯ ବର୍ଷରେ ଉପନୀତ । ସେ କହିଛନ୍ତି ଯେ, ସେ ୨୦୦୦ରୁ ଅଧିକ ମହିଳାଙ୍କ ସହ ରାତି ବିତାଇଛନ୍ତି । ଏହାମଧ୍ୟରୁ ୫୦୦ଜଣ ଦେହଜୀବୀ ଥିଲେ ।ଜୀବନକୁ ମନଭରି ଉପଭୋଗ କରିଛନ୍ତି । ଏବେ କିନ୍ତୁ ବଦଳି ଯାଇଛି ।

ସେ ଆହୁରି କହିଛନ୍ତି ଯେ,ସେ ଅନେକ ଥର ଅଚିହ୍ନା ୟୁବତୀଙ୍କ ସହ ବିତାଇଥିବା ରାତିକୁ ମନେ ପକାନ୍ତି । ଏକଦା ଜଣେ ଯୁବତୀ ବହୁତ କ୍ରେଜି ଥିଲେ । ସେ ଆଉ ସେହି ୟୁବତୀ ଏକ ଡଙ୍ଗାରେ ଥିଲେ । ସେ କିଛି ନୂଆ କରିବାକୁ କହିଥିଲେ । ଏପରିକି ସେ ଦୌଡି ତାଙ୍କ ପାଖକୁ ଆସନ୍ତୁ ବୋଲି ଯୁବତୀ ଚାହୁଁଥିଲେ । ଏପରି କରିବା ବେଳେ ସେ ପଡିଯାଇଥିଲେ । ରକ୍ତ ମଧ୍ୟ ବାହାରିଥିଲା । ଯୁବତୀ ଜଣଙ୍କ ତାଙ୍କୁ ସେ ଆଘାତ କରିବାକୁ ଚେଷ୍ଟା କରୁଥିଲେ ବୋଲି ଭାବିଥିଲେ ।  ଏପରି ୩ଥର ତାଙ୍କ ସହ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.