କାଳବୈଶାଖୀ କ୍ଷୟକ୍ଷତି ; ୬ଟି ଜିଲ୍ଲା ପ୍ରଭାବିତ

Published By : Prameya-News7 Bureau | May 14, 2018 IST

କାଳବୈଶାଖୀ ବର୍ଷା ଯୋଗୁଁ ୬ଟି ଜିଲ୍ଲା ପ୍ରଭାବିତ ହୋଇଛି… ବରଗଡରେ ୨୬୮ ଏକର ଚାଷ ଜମି କ୍ଷତିଗ୍ରସ୍ତ … ୫ଟି ଘର ଆଂଶିକ ଭାବେ ଭାଙ୍ଗିଛି … ଜିଲ୍ଲା ପାଇଁ ୩୬କୋଟି ଟଙ୍କା ସହାୟତା ରାଶି ଦିଆଯାଇଛି … ସୋନପୁରରେ ୯୨୩ ଏକର ଚାଷ କ୍ଷତିଗ୍ରସ୍ତ ହୋଇଛି… ୫୬୧ଟି ଘର ଆଂଶିକ ଭାବେ ଭାଙ୍ଗିଛି… ଚାଷ ପାଇଁ ଇନପୁଟ ସବସିଡି ୩.୩୫ କୋଟି ଟଙ୍କା ଦିଆଯାଇଛି … ଘର ପାଇଁ ୧୭ ଲକ୍ଷ ୯୫ ହଜାର ଦିଆଯାଇଛି … ମାଲକାନଗିରିରେ ୨୫ଟି ଘର ଭାଙ୍ଗିଛି… ୫୭୯ ଘର ସମ୍ପୂର୍ଣ୍ଣ ଭାଙ୍ଗିଛି … କାଳବୈଶାଖୀ ବର୍ଷା ଯୋଗୁଁ ୪ ଜଣ ଆହତ ହୋଇଛନ୍ତି … ପଲିଥିନ ଯୋଗାଇବା ସହ ୪୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି … ମୟୁରଭଞ୍ଜରେ ୧୫ଟି ଘର ଭାଙ୍ଗିଛି … ୫ ଲକ୍ଷ ୩୧ ହଜାର ଟଙ୍କା ସହାୟତା ରାଶି ଦିଆଯାଇଛି … ଢେଙ୍କାନାଳରେ ୨ଟି ଘର ଭାଙ୍ଗିଛି … ଯାଜପୁରରେ ଗୋଟିଏ ଘରେ ଆଂଶିକ ଭାଙ୍ଗିଛି … ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ସୂଚନା …

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.