Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଖାକି ବର୍ଦ୍ଦି ପିନ୍ଧି ହୋମ ଗାର୍ଡ କରୁଥିଲା ବିସ୍ଫୋରକର ଚୋର ବେପାର,ହୋମଗାର୍ଡକୁ ଗିରଫ କଲା ଏସ୍‌ଟିଏଫ୍‌

22/10/2019 at 9:46 PM

ଭୁବନେଶ୍ୱର -ଏସ୍‌ଟିଏଫ୍‌ ଦ୍ୱାରା ହୋମଗାର୍ଡ ଗିରଫ । ଖୋର୍ଦ୍ଧା ଥାନାରେ କାର୍ଯ୍ୟରତ ହୋମଗାର୍ଡ ଏସ୍‌ଟିଏଫ୍‌ ଦ୍ୱାରା ଗିରଫ । ଖାକି ବର୍ଦ୍ଦି ପିନ୍ଧି ଏହି ହୋମ ଗାର୍ଡ କରୁଥିଲା ବିସ୍ଫୋରକର ଚୋର ବେପାର । ସେ ପୁଣି ଜଗନ୍ନାଥଙ୍କକ ଜମିରେ ଚୋରା ପଥର ବ୍ଲାଷ୍ଟିଂ କ୍ୟୋରି କରି କରିବାରେ ।

ଅନେକ ଦିନ ବିସ୍ଫୋରକ ବେପାର କରିବା ପରେ ଏସ୍‌ଟିଏଫ୍‌ ଦ୍ୱାରା ଗିରଫ ହୋଇଛି । ଗିରଫ ହୋଇଥିବା ହୋମଗାର୍ଡର ନାମ ଚିତ ରଞ୍ଜନ ବଡ ଜେନା । ତା ଘରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । ଏହାପରେ ତାକୁ କୋର୍ଟ ଚାଲାଣ କରାଯାଇଛି ।

   Related Posts