Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଏସଟିଏଫ ଚଢାଉ ବେଳେ ନକଲି ଜର୍ଦା ଓ ଗୁଟଖା ଜବତ, ଜଣେ ଗିରଫ

29/09/2020 at 4:20 PM

ବାଲିପାଟଣା ୨୯।୯: ବାଲିପାଟଣା ଥାନା ଜାହାଙ୍ଗିରପାଟଣା ଗ୍ରାମରେ ଏସଟିଏଫର ଚଢାଉ । ଲକ୍ଷାଧିକ ଟଙ୍କାର ନକଲି ଜର୍ଦା ଜବତ କରିଛି ଏସଟିଏଫ ଟିମ୍ । ଏହାସହ ନକଲି ଜର୍ଦା କାରବାର ଅଭିଯୋଗରେ ଜାହାଙ୍ଗିରପାଟଣା ଗ୍ରାମର ଲକ୍ଷ୍ମୀଧର ସାହୁକୁ ମଧ୍ୟ ଗିରଫ କରିଛି ଏସଟିଏଫ ।

କୌଣସି ସୂତ୍ରରୁ ଖବର ପାଇ ଏସଟିଏଫ ଡିଏସପି ପ୍ରବୀଣ ତ୍ରିପାଠୀଙ୍କର ଏକ ଟିମ୍ ଗ୍ରାମରେ ଚଢାଉ କରିଥିଲା । ଚଢାଉ ବେଳେ ଲକ୍ଷ୍ମୀଧରଙ୍କ ଘରୁ ଲକ୍ଷାଧିକ ଟଙ୍କାର ଜର୍ଦା, ଗୁଟଖା ଜବତ ହୋଇଥିଲା । ଲକ୍ଷ୍ମୀଧରକୁ ଗିରଫ କରି ପଚରାଉଚରା କରୁଛି ଏସଟିଏଫ । କେଉଁଠାରୁ କେଉଁ ପର୍ଯ୍ୟନ୍ତ ଏହି ନକଲି ଜର୍ଦା କାରବାର ଚେର ଲମ୍ବିଛି ତାହାର ତଦନ୍ତ ଜାରି ରହିଛି ।

   Related Posts