Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

ବ୍ରାଉନ ସୁଗାର ମାଫିଆ ସେକ୍ ରାଜା ଘରେ ଚଢ଼ଉ କଲା ଏସଟିଏଫ

22/09/2019 at 11:19 AM

ବାଲେଶ୍ବର  ୨୨/୯: ବ୍ରାଉନ ସୁଗାର ମାଫିଆ ସେକ୍ ରାଜା ଘରେ ଏସଟିଏଫର ରେଡ୍ । ବାଲେଶ୍ବର ଅଡର ବଜାରସ୍ଥିତ ଗଳାପୋଲ ଘରେ ଚଢାଉ କରି ଏସଟିଏଫର ୫ ଜଣିଆ ଟିମ ଖୋଳତାଡ କରୁଛି ।

ସେକ୍ ରାଜାର ପରିବାର ଲୋକଙ୍କୁ ପଚରାଉଚରା କରୁଛି ଟିମ୍  । ବ୍ରାଉନସୁଗାର କାରବାରରେ ଅଧିକ ତଥ୍ୟ ହାସଲ ପାଇଁ ଛାନଭିନ୍ ଚାଲିଛି ।

   Related Posts