ବ୍ରାଉନ ସୁଗାର ମାଫିଆ ସେକ୍ ରାଜା ଘରେ ଚଢ଼ଉ କଲା ଏସଟିଏଫ
22/09/2019 at 11:19 AM

ବାଲେଶ୍ବର ୨୨/୯: ବ୍ରାଉନ ସୁଗାର ମାଫିଆ ସେକ୍ ରାଜା ଘରେ ଏସଟିଏଫର ରେଡ୍ । ବାଲେଶ୍ବର ଅଡର ବଜାରସ୍ଥିତ ଗଳାପୋଲ ଘରେ ଚଢାଉ କରି ଏସଟିଏଫର ୫ ଜଣିଆ ଟିମ ଖୋଳତାଡ କରୁଛି ।

ସେକ୍ ରାଜାର ପରିବାର ଲୋକଙ୍କୁ ପଚରାଉଚରା କରୁଛି ଟିମ୍ । ବ୍ରାଉନସୁଗାର କାରବାରରେ ଅଧିକ ତଥ୍ୟ ହାସଲ ପାଇଁ ଛାନଭିନ୍ ଚାଲିଛି ।

Related Posts
ଅଣ୍ଡରପାସିଂ ଖାଲରେ ବୁଡିଗଲେ ବ୍ୟକ୍ତି, ଚାଲିଗଲା ଜୀବନ
18 January 2021
ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
18 January 2021
ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ଜଣକୁ ଅଟକ ରଖିଲା ପୋଲିସ
18 January 2021
ଜେସିବି ଇଞ୍ଜିନରୁ ୧୧ ଫୁଟର ଅଜଗର ଉଦ୍ଧାର
18 January 2021