STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
26/01/2021 at 1:34 PM

ଭୁବନେଶ୍ବର ୨୬।୧: ଏସଟିଏଫ ପଞ୍ଝାରେ ଆଉ ଜଣେ ବ୍ରାଉନସୁଗାର ବେପାରୀ । ଗିରଫ ବ୍ରାଉନସୁଗାର ବେପାରୀଙ୍କଠାରୁ ୧ କେଜି ୧୪୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏସଟିଏଫ ଟିମ୍ । ଭଦ୍ରକ ଶଙ୍କରନଗରରୁ ଏହି ବ୍ରାଉନସୁଗାର ଏସଟିଏଫ ଟିମ୍ ଜବତ କରିଥିବା ଜଣାପଡିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୧ କୋଟି ୧୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗିରଫ ବ୍ରାଉନସୁଗାର ବେପାରୀ ଜଣଙ୍କ ହେଉଛନ୍ତି ମିହ୍ନାଜ କାଦ୍ରୀ ।
Related Posts
ଦାଦନ ଖଟିବାକୁ ଯାଇଥିଲେ ୨ ଶ୍ରମିକ, ଘରକୁ ଫେରିଲା ମୃତଦେହ…
28 February 2021
ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
28 February 2021