ରାତିରେ କମିବ ତାପମାତ୍ରା, ଆସନ୍ତା ୫ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ

Published By : Prameya-News7 Bureau | November 11, 2019 IST

ଭୁବନେଶ୍ୱର ୧୧।୧୧ -   ରାଜ୍ୟରେ ରାତିରେ ତାପମାତ୍ରା କମିବ ।  ରାତିରେ ତାପମାତ୍ରା କମିବା ସହ  ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ବାତ୍ୟା ବୁଲ୍‌ବୁଲ୍‌ ଯିବା ପରେ ଏବେ ଆକାଶ ମେଘ ମୁକ୍ତ ରହିଛି  । ଏବେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ  ରାତିରେ ତାପମାତ୍ରା କମିବ ।  ବାତ୍ୟା ଯୋଗୁଁ ଶୀତ ଆସିବାରେ ସାମାନ୍ୟ ବିଳମ୍ବ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.