ବିଜେଡିରୁ ଇସ୍ତଫା ଦେଲେ ପ୍ରଶାନ୍ତ ସେଠୀ

Published By : Prameya-News7 Bureau | March 20, 2019 IST

ରାଉରକେଲା ୨୦|୩ : ବିଜେଡି ଟିକେଟ୍ ରୁ ବଞ୍ଚିତ ଟିକେଟ୍ ଆଶାୟୀ ଜଣଙ୍କ ପରେ ଜଣେ ଦଳ ଛାଡୁଛନ୍ତି । ଏଭଳି ସ୍ଥିତିରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ପ୍ରଶାନ୍ତ ସେଠୀ । ବିଜୁ ଶ୍ରମିକ ସାମୁଖ୍ୟର  ରାଜ୍ୟ ସମ୍ପାଦକ ଥିଲେ ପ୍ରଶାନ୍ତ ସେଠୀ ।  ରଘୁନାଥପଲ୍ଲୀ ବିଧାନସଭା ଟିକଟ ପାଇଁ ପ୍ରଶାନ୍ତ ଆଶାୟୀ ଥିଲେ । ମାତ୍ର ରଘୁନାଥପଲ୍ଲୀରୁ ତାଙ୍କୁ ଟିକଟ ନମିଳିବାରୁ ସେ ଦଳ ଛାଡିଛନ୍ତି । ଜଣେ ପରେ ଜଣେ ନେତା ବିଜେଡି ଦଳରୁ ଇସ୍ତଫା ଦେଇଚାଲିଥିବାରୁ ଏବେ ବିଜେଡି ସୁପ୍ରିମୋଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି । ତେବେ ବିଜେଡିରୁ ଇସ୍ତଫା ଦେବାପରେ ସେ କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.