ରାଜ୍ୟ ଯୋଜନା ନିଗମ କାର୍ଯ୍ୟାଳୟ ସିଲ, ୬ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ବିଏମସିର ପଦକ୍ଷେପ

Published By : Prameya-News7 Bureau | April 05, 2021 IST

ଭୁବନେଶ୍ବର ୦୫/୦୪ : ରାଜ୍ୟ ଯୋଜନା ନିଗମ କାର୍ଯ୍ୟାଳୟ ସିଲ । ୬ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ଅଫିସକୁ ୪୮ ଘଣ୍ଟା ପାଇଁ ସିଲ କରିଦିଆଯାଇଛି । ଏହା ସହିତ କାର୍ଯ୍ୟାଳୟର ସମସ୍ତଙ୍କ କର୍ମଚାରୀ ଏବଂ ଅଧିକାରୀଙ୍କୁ କରୋନା ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛି ବିଏମ୍‌ସି । ଏହା ସହିତ ରାଜ୍ୟ ଯୋଜନା ନିଗମ କାର୍ଯ୍ୟାଳୟ ଭଲ ଭାବେ ସାନିଟାଇଜ କରାଇବା ପାଇଁ ଅଧି୍କାରୀଙ୍କୁ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.