ସାମ୍ବାଦିକଙ୍କ ସୁରକ୍ଷା ନେଇ ବାଚସ୍ପତିଙ୍କ ନିକଟରେ ଦାବି ରଖିଲା କର୍ମଜୀବୀ ସାମ୍ବାଦିକ ସଂଘ
23/12/2019 at 7:32 PM

ଭୁବନେଶ୍ବର୨୩/୧୨: ରାଜ୍ୟରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ବାଚସ୍ପତିଙ୍କ ନିକଟରେ ଦାବି ରଖିଲା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ । ଏଥି ସହ ବିଧାନସଭାରେ ଘରୋଇ ବିଲ୍ ଆଣିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଭୁବନେଶ୍ବର ଜୟଦେବ ଭବନରେ ସଂଘର ପଞ୍ଚମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଉତ୍ସବରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରିଥିଲେ । ଏଥି ସହ ମହାସଂଘର ଦାବିକୁ ସ୍ବାଗତ କରିଥିଲେ । ଏହି ଅବସରରେ କର୍ମଜୀବୀ ସାମ୍ବାଦିକମାନଙ୍କୁ ଜାନକୀ ବଲ୍ଲଭ ସ୍ମୃତି ସାମ୍ବାଦିକରେ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।
Related Posts
ଆହୁରି ୨ ଦିନ ଥରାଇବ, ଫେବ୍ରୁଆରୀ ପହିଲା ଯାଏଁ ଲୁଚକାଳି ଖେଳିବ ଶୀତ
17 January 2021
ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
17 January 2021
ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ
17 January 2021
ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
17 January 2021