Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

କାଳିଆ ଟଙ୍କା ପାଇଁ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖିଲେ ରାଜ୍ୟ ସରକାର..

12/03/2020 at 10:26 PM

ପୁରୀ୧୨/୩: ୟେସ ବ୍ୟାଙ୍କରୁ ୫୪୫ କୋଟି ଟଙ୍କା ଉଠାଇ ଆଣିବା ଲାଗି ରାଜ୍ୟ ସରକାର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ଚିଠି ଲେଖିଥିବା ବେଳେ ଆରବିଆଇ ଏହାର ଉତ୍ତର ଦେଇଛି।  ରିଜର୍ଭ ବ୍ୟାଙ୍କ ଡେପୁଟି ଗଭର୍ଣ୍ଣର ଏନଏସ ବିଶ୍ବନାଥନ ମୁଖ୍ୟଶାସନ ସଚିବ ଅସୀତ ତ୍ରିପାଠୀ ଙ୍କ ନିକଟକୁ ଉତ୍ତର ଲେଖିଛନ୍ତି।  ଯେଉଁଥିରେ ସେ ଦର୍ଶାଇଛନ୍ତି ବିଭିନ୍ନ ରାଜ୍ୟ ସରକାର ଓ ସରକାରୀ ସଂସ୍ଥା ଘରୋଇ ବ୍ୟାଙ୍କରୁ ସେମାନଙ୍କ ଟଙ୍କା ଉଠାଇ ଆଣିବା ଲାଗି ରିଜର୍ଭ ବ୍ୟାଙ୍କକୁ ଲେଖିଛନ୍ତି।  ଘରୋଇ ବ୍ୟାଙ୍କରେ ଟଙ୍କା ସୁରକ୍ଷିତ ନୁହେଁ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି।

ତେବେ ଏହା ଠିକ୍  ନୁହେଁ ବୋଲି ଆରବିଆଇ ଦର୍ଶାଇଛନ୍ତି। ଏହାଦ୍ବାରା ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଗୁରୁତର ପ୍ରଭାବିତ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି।  ଜମା ଟଙ୍କା ବିଲ୍ କୁଲ ସୁରକ୍ଷିତ ଥିବା ଆରବିଆଇ ଜଣାଇଦେଇଛି।  ଏଣୁ ଶ୍ରୀମନ୍ଦିରର ଏହି ୫୪୫ କୋଟି ଟଙ୍କା ଆରବିଆଇ ହେପାଜତରେ ଫେରିବା ଆଶାକୁ ସିଧା ଏଡ଼େଇ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ। 

   Related Posts