Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

CO-WIN ଆପ୍ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ : ଅନେକ ରାଜ୍ୟ କରିବାକୁ ଚାହୁଁଛନ୍ତି ନିଜସ୍ୱ ପୋର୍ଟାଲ୍

11/05/2021 at 9:19 AM

ନୂଆଦିଲ୍ଲୀ ୧୧/୫ : କୋଭିଡ ଟିକାକରଣ ପାଇଁ କେନ୍ଦ୍ରର କୋଓ୍ୱିନ ପୋର୍ଟାଲକୁ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ରାଜ୍ୟ । ଛତିଶଗଡ ସହିତ କଂଗ୍ରେସ ଶାସିତ ଅନ୍ୟ ରାଜ୍ୟମାନେ ମଧ୍ୟ ଏହି ଆପ୍ ବିରୋଧରେ ଏକାଠି ହୋଇଛନ୍ତି । ଆଗାମୀ ଦିନରେ ଛତିଶଗଡ ସରକାର ଟିକାକରଣ ପାଇଁ ଏକ ନୂତନ ପୋର୍ଟାଲ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି । ସୂଚନା ମୁତାବକ, ବାସ୍ତବରେ କେତେକ ବିରୋଧୀ ରାଜ୍ୟ ଏହି ଟୀକାକରଣ ପାଇଁ କେନ୍ଦ୍ରର ପ୍ରୋତ୍ସାହନ ରଣନୀତିରେ ଅସନ୍ତୁଷ୍ଟ ଅଛନ୍ତି ।

ନିର୍ବାଚନ ସମୟରେ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଆପତ୍ତି ଉଠାଇଥିଲେ । କେତେକ ରାଜ୍ୟ ସିଧାସଳଖ କହିବାକୁ ବାରଣ କରୁଛନ୍ତି, କିନ୍ତୁ ସେମାନଙ୍କର ଅସନ୍ତୋଷ ସ୍ପଷ୍ଟ ଦେଖାଯାଉଛି । ଅନ୍ୟପକ୍ଷରେ ଛତିଶଗଡ ଏହାର ନୂତନ ରାଜ୍ୟ ସ୍ତରୀୟ ପୋର୍ଟାଲ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ଯାହାଫଳରେ ରାଜ୍ୟ ନିଜକୁ ପୃଥକ ଭାବରେ ପଞ୍ଜୀକୃତ କରିପାରିବ ଏବଂ ଏଥିରେ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ପୃଥକ ଭାବରେ ଚିହ୍ନଟ କରାଯାଇ ଚିକା ଦିଆଯାଇପାରିବ । ନିକଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ରାଜ୍ୟସ୍ତରୀୟ ଆପର ଆବଶ୍ୟକତା ଦର୍ଶାଇଥିଲେ…

   Related Posts