ରାଜ୍ୟରେ ଲାଗୁ ହେଲା ଏକକ ପରୀକ୍ଷା ବ୍ୟବସ୍ଥା: ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଗୋଟିଏ ସମୟରେ ହେବ ପରୀକ୍ଷା

Published By : Prameya-News7 Bureau | October 22, 2019 IST

ଭୁବନେଶ୍ବର୨୨|୧୦: ରାଜ୍ୟରେ ଲାଗୁ ହେଲା ଏକକ ପରୀକ୍ଷା ବ୍ୟବସ୍ଥା।ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଏକ ସମୟରେ ହେବ ପରୀକ୍ଷା ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ଏକକ ପ୍ରଶ୍ନ ପତ୍ର ପ୍ରସ୍ତୁତ ହେବ, ସ୍କୁଲ ପକ୍ଷରୁ ନୁହେଁ, ବିଭାଗ ପ୍ରସ୍ତୁତ କରିବ ପ୍ରଶ୍ନ ପତ୍ର ।ପରୀକ୍ଷାଫଳ ସିଧାସଳଖ ଅଭିଭାବକଙ୍କ ପାଖକୁ ପଠାଯିବ ।  ଏହାଦ୍ବାରା ଶିକ୍ଷାର ମାନ ଵୃଦ୍ଧି ହେବ ବୋଲି ସରକାର ଆଶା କରୁଛନ୍ତି । ଦୁଇଟି  ପର୍ଯ୍ୟାୟରେ ଅର୍ଥାତ ଷ୍ଟେଜ-୧ ଓ ଷ୍ଟେଜ-୨ରେ ପରୀକ୍ଷା ହେବ ବୋଲି ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.