ରାଜ୍ୟ କଂଗ୍ରେସର ନବକଳେବର

Published By : Prameya-News7 Bureau | April 14, 2018 IST

ରାଜ୍ୟ କଂଗ୍ରେସର ନବକଳେବର ହେବ କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ "ଦଳର ଆମୂଳଚୂଳ ପରିବର୍ତ୍ତନ ହେବ ବ୍ଲକ ଓ ଜିଲ୍ଲା ସ୍ଥରରେ ସଂଗଠନକୁ ମଜବୁତ କରାଯିବ ଖୁବ ଶୀଘ୍ର ଓଡିଶା ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଓଡିଶା ଆସିବେ କେନ୍ଦ୍ର ଓ ରାଜ୍ୟ ଭିତରେ ବିବାଦ ଲାଗି ରହିଥିବାରୁ ଓଡିଶାର ସ୍ୱାର୍ଥ ହାନି ହଉଛି ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଦ୍ୟମ ଜରୁରୀ" - ପ୍ରସାଦ ହରିଚନ୍ଦନଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ରାଜନୀତି ଜୋର ଧରିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.