ଭୁବନେଶ୍ବର ୧୫/୯: ୩ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା GST ଆଇନ ସଂଶୋଧନ ଅଧ୍ୟାଦେଶ ବିଲ୍ କୁ ମଞ୍ଜୁରୀ ମିଳିଛି। ସୁବର୍ଣ୍ଣରେଖାରେ ବ୍ରିଜ ନିର୍ମାଣ ପାଇଁ ୧୩୮ କୋଟି ୭୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏବଂ ଆଉ ଗୋଟିଏ ହେଲା ଓଡ଼ିଶା ଲୋକାଲ୍ ଫଣ୍ଡ ଅଡିଟ୍ ଆକ୍ଟରେ ସଂଶୋଧନ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା।