ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍ : କ୍ରାଇମବ୍ରାଞ୍ଚ ଏସଟିଏଫ୍ରେ ହାଜର ହେଲେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା
7/03/2019 at 3:27 PM

ଭୁବନେଶ୍ବର ୭|୩ : ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍ ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା କ୍ରାଇମବ୍ରାଞ୍ଚ ଏସଟିଏଫ୍ ରେ ହାଜର ହୋଇଛନ୍ତି । ଆଇଓସିଏଲ୍ ପେଟ୍ରୋଲ ପମ୍ପ୍ ପାରାଦୀପ ପୋର୍ଟକୁ ତୈଳ ଯୋଗାଉଥିବା ବେଳେ ପୋର୍ଟ ସଦସ୍ୟ ଥିଲେ ଭୁବନ । ସେହି ସମୟରେ ପୋର୍ଟକୁ ତୈଳ ଯୋଗାଇବାରେ ଟିଟୋକୁ ସାହାଯ୍ୟ କରିଥିଲେ ଭୁବନ । ଏହି ଅଭିଯୋଗରେ ଆଜି ଏସଟିଏଫ୍ ରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା । ଅନ୍ୟପଟେ ଭୁବନଙ୍କ ହାଜରକୁ ବିରୋଧ କରି କ୍ରାଇମବ୍ରାଞ୍ଚ ସମ୍ମୁଖରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
Related Posts
୨୪ କେଜି ଚୋରା ଗଞ୍ଜେଇ ଜବତ, ନିଶା ବେପାରୀ ଗିରଫ
25 February 2021
ଜଙ୍ଗଲରୁ କୁଟାରୀ ମାଂସ ଓ ଚମଡା ଜବତ, ଶିକାରୀ ଫେରାର
25 February 2021
ସ୍କର୍ପିଓ ଏବଂ ବୋଲେରୋ ମୁହାଁମୁହିଁ ଧକ୍କା, ୬ ଗୁରୁତର
25 February 2021