Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

କେନ୍ଦ୍ର ପରେ ରାଜ୍ୟର ଆଡଭାଇଜରୀ : ସର୍ତ୍ତ ସହ ଗ୍ରାମାଞ୍ଚଳରେ ଥିବା ଦୋକାନକୁ ଅନୁମତି, ସହରାଞ୍ଚଳରେ କଟକଣା

25/04/2020 at 1:52 PM

ଭୁବନେଶ୍ୱର ୨୫।୦୪ : ରାଜ୍ୟର ବିଭିନ୍ନ ସ୍ଥାନରେ ଦୋକାନ ଖୋଲିବା ନେଇ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର । ଦେଶବ୍ୟାପୀ ଲକଡାଉନ ଚାଲିଥିବା ବେଳେ ଦେଶର ଲକ୍ଷ ଲକ୍ଷ ଦୋକାନୀଙ୍କୁ ଆଶ୍ବସ୍ତି ଦେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶନାମା ଜାରି କରିଛନ୍ତି । କେନ୍ଦ୍ରର ଗାଇଡଲାଇନ ପରେ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି ।

ଏହି ଅନୁଯାୟୀ ରାଜ୍ୟର ଗ୍ରାମାଞ୍ଚଳରେ ଆବାସିକ କମ୍ପ୍ଲେକ୍ସ ଖୋଲିପାରିବ । ଗ୍ରାମାଞ୍ଚଳରେ ମାର୍କେଟ୍ କମ୍ପ୍ଲେକ୍ସ ବି ଖୋଲା ହୋଇପାରିବ । ସର୍ବାଧିକ ୫୦% କର୍ମଚାରୀରେ ଖୋଲିବ ଦୋକାନ । ମଲ୍ଟି ବ୍ରାଣ୍ଡ ବା ସିଙ୍ଗଲ୍ ବ୍ରାଣ୍ଡ ମଲ୍ ଖୋଲାଯାଇ ପାରିବନି । ସହରାଞ୍ଚଳରେ କୌଣସି ମଲ୍ ଖୋଲବାକୁ ଅନୁମତି ନାହିଁ । ସହରାଞ୍ଚଳର ସାହି, ଗଳିରେ ଦୋକାନ ଖୋଲା ଯାଇପାରିବ । ଦୋକାନ ଭିତରେ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ । ସମସ୍ତ କର୍ମଚାରୀ ଦୋକାନ ଭିତରେ ମାସ୍କ ପିନ୍ଧିବା ଜରୁରୀ ।

   Related Posts