Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଧଳା ଡ୍ରେସରେ ତ୍ରିରଙ୍ଗା ବ୍ୟାଚ ଲଗାଇ ସାଧାରଣତନ୍ତ୍ର ଦିବସ ପାଳନ କଲେ ତୈମୁର; ଫଟୋ ଭାଇରାଲ

26/01/2019 at 2:21 PM

ମୁମ୍ବାଇ ୨୬/୧ : ଆଜି ଦେଶ ପାଳନ କରୁଛି ୭୦ ତମ ସାଧାରଣତନ୍ତ୍ର ଦିବସ | ସାଇଲ ମିଡ଼ିଆରେ ସେଲିବ୍ରିଟିଙ୍କ ଠୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ନିଜ ନିଜ ଅନ୍ଦାଜରେ ଶୁଭେଚ୍ଛା ଜଣାଉଛନ୍ତି | ଏମିତିରେ ପଛରେ ନାହାନ୍ତି ଛୋଟେ ନବାବ ତୈମୁର ଅଲି ଖାନ | ସୈଫ ଅଲି ଖାନ ଏବଂ କରିନା କପୁରଙ୍କ ନବାବ ତୈମୁର ଅଲି ଖାନ ଆଜିର ପତାକା ଉତ୍ତୋଳନ ଉତ୍ସବରେ ଯୋଗ ଦେଇଥିଲେ | ଏହି ଷ୍ଟାରକିଡ଼ ଙ୍କ ଫାରୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |


ତୈମୁର ଆଜି ନବାବ ଭଳି ଦେଖାଯାଉଥିଲେ | ଏକ ଧଳା କୁର୍ତ୍ତା- ପାଇଜାମାରେ ସେ ବହୁତ ସୁନ୍ଦର ଲାଗୁଥିଲେ | ଏହାସହ କୁର୍ତ୍ତାରେ ଏକ ତ୍ରିରଙ୍ଗା ବ୍ୟାଚ ମଧ୍ୟ ଲଗାଇଥିଲେ | ଷ୍ଟାରକିଡ଼ ତାଲିକାରେ ତୈମୁରଙ୍କ ନାଁ ସବୁଠାରୁ ଉଚ୍ଚରେ | ତାଙ୍କ ନାଁରେ ସୋସିଆଲ ମିଡ଼ିଆରେ କେତେ ଗୁଡିଏ ଫ୍ୟାନ ପେଜ ମଧ୍ୟ ରହିଛି | କେବଳ ସେତିକି ନୁହେଁ ତୈମୁର କ୍ୟୁଟନେସ ପାଇଁ ଏତେ ପ୍ରସିଦ୍ଧ ହୋଇଗଲେଣି ତାଙ୍କ ଭଳି ଖେଳନା ମଧ୍ୟ ବଜାରକୁ ଆସିଲାଣି |

   Related Posts