Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

କ୍ୟାନସରକୁ ରୋକିବାରେ ୧୦୦ପ୍ରତିଶତ କାମ ଦେଇଥାଏ ଏହି ଫଳ : ଜାଣନ୍ତୁ ଏହାର ଫାଇଦା

22/04/2019 at 2:09 PM

ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଗଲାଣି। ଏହି ଋତୁରେ ଅନେକ ପ୍ରକାରର ଫଳ ମିଳିଥାଏ। ବଜାରରେ ଏପରି କେତେକ ଫଳ ମିଳିଥାଏ ଯାହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଆଜି ଆମେ ଜାଣିବା ଏପରି ଏକ ଫଳ ବିଷୟରେ ଯାହା ଗ୍ରୀଷ୍ମ ଋତୁରେ ମିଳିଥାଏ। ଏହି ଫଳରୁ ଆମକୁ ଅତ୍ୟନ୍ତ ଲାଭ ମିଳିଥାଏ।

ଏହି ଫଳର ନାଁ ହେଉଛି କରମଙ୍ଗା। ଏହି ଫଳ ଖରାଦିନେ ମିଳିଥାଏ। ଏହି ଫଳରେ ମଲଟିଭିଟାମିନ୍ ଗୁଣ ଥାଏ। ଏହି ଫଳ ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ।

ଏହି ଫଳ ଖଟା ଏବଂ ମିଠା ହୋଇଥାଏ। ଶାରିରୀକ ଦୁର୍ବଳତା ଥିବା ଲୋକେ ଏହି ଫଳ ସେବନ କରିବା ଉଚିତ୍। ଏହା ଖାଇବା ଦ୍ବାରା ଶାରିରୀକ ଦୁର୍ବଳତା କମିଯାଇଥାଏ।

ଏହି ଫଳ ସାଧାରଣତଃ ଗାଁମାନଙ୍କରେ ମିଳିଥାଏ। ସହରାଞ୍ଚଳମାନଙ୍କରେ କରମଙ୍ଗା ଗଛ ଖୁବ୍ କମ୍ ଦେଖାଯାଏ। କରମଙ୍ଗାରେ କ୍ୟାନସର୍ ରୋଗ ଦୂର କରିବାରେ ସହାୟକ ହୋଇଥାଏ।

   Related Posts