କ୍ୟାନସରକୁ ରୋକିବାରେ ୧୦୦ପ୍ରତିଶତ କାମ ଦେଇଥାଏ ଏହି ଫଳ : ଜାଣନ୍ତୁ ଏହାର ଫାଇଦା

Published By : Prameya-News7 Bureau | April 22, 2019 IST

ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଗଲାଣି। ଏହି ଋତୁରେ ଅନେକ ପ୍ରକାରର ଫଳ ମିଳିଥାଏ। ବଜାରରେ ଏପରି କେତେକ ଫଳ ମିଳିଥାଏ ଯାହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଆଜି ଆମେ ଜାଣିବା ଏପରି ଏକ ଫଳ ବିଷୟରେ ଯାହା ଗ୍ରୀଷ୍ମ ଋତୁରେ ମିଳିଥାଏ। ଏହି ଫଳରୁ ଆମକୁ ଅତ୍ୟନ୍ତ ଲାଭ ମିଳିଥାଏ।

{"id":106054,"width":596,"height":447}

ଏହି ଫଳର ନାଁ ହେଉଛି କରମଙ୍ଗା। ଏହି ଫଳ ଖରାଦିନେ ମିଳିଥାଏ। ଏହି ଫଳରେ ମଲଟିଭିଟାମିନ୍ ଗୁଣ ଥାଏ। ଏହି ଫଳ ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ।

{"id":106055,"width":594,"height":459}

ଏହି ଫଳ ଖଟା ଏବଂ ମିଠା ହୋଇଥାଏ। ଶାରିରୀକ ଦୁର୍ବଳତା ଥିବା ଲୋକେ ଏହି ଫଳ ସେବନ କରିବା ଉଚିତ୍। ଏହା ଖାଇବା ଦ୍ବାରା ଶାରିରୀକ ଦୁର୍ବଳତା କମିଯାଇଥାଏ।

{"id":106056,"width":594,"height":322}

ଏହି ଫଳ ସାଧାରଣତଃ ଗାଁମାନଙ୍କରେ ମିଳିଥାଏ। ସହରାଞ୍ଚଳମାନଙ୍କରେ କରମଙ୍ଗା ଗଛ ଖୁବ୍ କମ୍ ଦେଖାଯାଏ। କରମଙ୍ଗାରେ କ୍ୟାନସର୍ ରୋଗ ଦୂର କରିବାରେ ସହାୟକ ହୋଇଥାଏ।

{"id":106057,"width":594,"height":334}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.