ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବେଙ୍ଗାଲୁରୁ: ଶରୀରରୁ ଚର୍ବି ଘଟାଇବା ହେଲା କାଳ, ପ୍ଲାଷ୍ଟିକ ସର୍ଜରୀ ବେଳେ ଅଭିନେତ୍ରୀଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୩ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୫୬୯ କରୋନା ପଜିଟିଭ୍
  • ||
  • ଡାଇଭ୍ ମାରି କ୍ୟାଚ୍ ଧରିଲେ ଜନି ବେୟରଷ୍ଟୋ, ହେଲେ ଅମ୍ପାୟାର କହିଲେ ନଟଆଉଟ୍ ! ଜାଣନ୍ତୁ କାହିଁକି…
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ, ୨ ଗିରଫ
  • ||

ବଲାଙ୍ଗୀର ଟାଉନ ଭିତରେ ଯୁବକଙ୍କୁ ଛୁରା ମାଡ

4/09/2018 at 3:06 AM

ଯୁବକଙ୍କୁ ଛୁରାମାଡ । ବଲାଙ୍ଗୀର ଟାଉନ ଭିତରେ ଯୁବକଙ୍କୁ ଛୁରା ମାଡ ଅଭିଯେ।ଗ । ଆହତ ଯୁବକ ହେଲେ ଗଞ୍ଜାମ ଭଞ୍ଜ ନଗରର ମନେ।ଜ ପ୍ରଧାନ । ପ୍ରେମ ସମ୍ପକକୁ ନେଇ ତାଙ୍କୁ ଛୁରାମାଡ ହେ।ଇଥିବା ଜଣାପଡିଛି । ଗତ କାଲି ମନେ।ଜ ତାଙ୍କ ପ୍ରେମିକାଙ୍କୁ ଭେଟିବାକୁ ବଲାଙ୍ଗୀର ଆସିଥିଲେ । ତେବେ ପ୍ରେମିକାଙ୍କ ସମ୍ପର୍କୀୟ ରଣଜିତ୍ ନାମକ ଯୁବକ ପ୍ରେମିକାଙ୍କୁ ନଭେଟିବାକୁ ମନେ।ଜଙ୍କୁ ଫେ।ନ୍ ଯେ।ଗେ ତାଙ୍କୁ ଧମକ୍ ଦେଇଥିଲେ । ତେବେ ମନେ।ଜ ନଶୁଣିବାରୁ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ଡାକି ଛୁରୀରେ ଆକ୍ରମଣ କରିଥିଲା ରଣଜିତ୍ ।ଗୁରୁତର ଅବସ୍ଥାରେ ନିଜେ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ଯାଇଥିଲେ ମନେ।ଜ । ଏନେଇ ପେ।ଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ରଖିଛି ।

   Related Posts