ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

Published By : Prameya-News7 Bureau | August 18, 2018 IST

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆଜି ଅନୁଷ୍ଠିତ ହେବ । ଆଜି ପୂର୍ବାହ୍ନରେ ୧୧ ଟାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଶ୍ରୀମନ୍ଦିର ସଂସ୍କାର ଉପରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଶ୍ରୀନ୍ଦିର ସଂସ୍କାର ଉପରେ ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନ ରିପେ।ର୍ଟ ଦେଉଥିବା ଓ ନିକଟରେ ସୁପ୍ରିମ୍ କେ।ର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକସକ୍ୟୁରି ପୁରୀ ଆସୁଥିବାରୁ ଏହି ବୈଠକ ଅନେକ ଗୁରୁତ୍ବ ବହନ କରୁଛି । ସେବାୟତ ମାନେ ଆମିକସକ୍ୟୁରିଙ୍କ ଠାରେ କଣ ପକ୍ଷ ରଖିବେ ସେ ଉପରେ ବି ବୈଠକରେ ବିସ୍ତୁତ ଆଲେ।ଚନା ହେବ ବେ।ଲି ଜଣାପଡିଛି । ବଂଶାନୁକ୍ରମିକ ସେବା, ଦାନଦକ୍ଷିଣା ବନ୍ଦ ଓ ଶ୍ରୀମନ୍ଦି ଆଇନରେ ସଂଶେ।ଧନକୁ ସେବାୟତମାନେ ବିରେ।ଧ କରି ଆସୁଛନ୍ତି । ଏ ଉପରେ କଣ ନିଷ୍ପତ୍ତି ହେ।ଇଛି । ସେ ଉପରେ ବି ଆଲେ।ଚନା ହେ।ଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.