Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ରାଇରଙ୍ଗପୁର : ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟାକାଣ୍ଡ : ୩ ସୁପାରୀ କିଲର ଗିରଫ
  • ||
  • ନୂଆଦିଲ୍ଲୀ : ଦୁଇ ସରକାରୀ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବକୁ ବିରୋଧ, ଆସନ୍ତା ୧୬ରୁ ଦୁଇ ଦିନିଆ ହରତାଳ ଚେତାବନୀ ଦେଲା ୟୁଏଫବିୟୁ
  • ||

ବାହାରେ ସଟର୍, ଭିତରେ ବେପାର : ସିଲ୍ ହେଲା ଶ୍ରୀମାନ ଶ୍ରୀମତୀ କ୍ଲଥ୍ ଷ୍ଟୋର୍

12/06/2021 at 10:57 AM

ଚଣ୍ଡିଖୋଲ,୧୨/୦୬:   ଲକଡାଉନ କଟକଣା ଉଲଘଂନ କରି ଚାଲି ଥିଲା ବେପାର । ଲୁଗା ଦୋକାନ ସିଲ୍ କଲା ପ୍ରଶାସନ । ଯାଜପୁର ଜିଲ୍ଲା ଜାରକାଠାରେ ଶ୍ରୀମାନ ଶ୍ରୀମତୀ ଲୁଗା ଦୋକାନକୁ ପ୍ରଶାସନ ସିଲ୍ କରିଛି ।

ସୂଚନାନୁସାରେ, ଦୋକାନ ଆଗରେ ସଟର ବନ୍ଦ କରି ଭିତରେ ଗ୍ରାହକଙ୍କୁ ପୁରାଇ ବସ୍ତ୍ର ବିକ୍ରି କରାଯଉଥିଲା । ଆଗକୁ ରଜ ଆସୁଥିବା ବେଳେ ଗ୍ରାହକମାନେ ବସ୍ତ୍ର କିଣିବା ପାଇଁ ଦୋକାନ ଭିତରେ ଭିଡ଼ ଜମାଇଥିଲେ । ଏନେଇ ପୋଲିସ ଓ ପ୍ରଶାସନକୁ ଖବର ମିଳିଥିଲା ।

 ଖବର ପାଇ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଁଚି ସଟର ଟେକି ଗ୍ରାହକଙ୍କୁ ବାହାର କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦୋକାନକୁ ସିଲ୍ କରିଥିଲା ।  ପୂର୍ବରୁ ମଧ୍ୟ ଜାରକା ବଜାରରେ ଲକଡାଉନ ନିୟମକୁ ଉଲଘଂନ କରିଥିବାରୁ ଜଗନ୍ନାଥ କ୍ଳଥ୍ ଷ୍ଟୋରକୁ ସିଲ୍ କରାଯାଇଥିଲା।

   Related Posts