Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||

କୁଖ୍ୟାତ ଅପରାଧୀ ଟିମନ୍ ଓରଫ ଶ୍ରୀକାନ୍ତ କୁମ୍ଭାର ନାଁରେ ଲାଗିଲା ଏନଏସଏ

27/07/2019 at 5:35 PM

ବଲାଙ୍ଗିର ୨୭|୭: କୁଖ୍ୟାତ ଅପରାଧୀ ଟିମନ୍‌ଓରଫ ଶ୍ରୀକାନ୍ତ କୁମ୍ଭାର ନାଁରେ ଏନଏସଏ ଲଗାଇଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ । କିଛି ଦିନ ତଳେ ଟିମନ୍‌ଜେଲ୍‌ଯାଇଥିବା ବେଳେ ଅଭ୍ୟାସଗତ ଭାବେ ବାରମ୍ବାର ଜେଲରୁ ବାହାରି ଅପରାଧ ଘଟଣାଉଥିବାରୁ ଟିମନ୍‌ନାଁ ଏନଏସଏ ଲଗାଇବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ ବଲାଙ୍ଗିର ଏସପି ।

ଟିମନ ନାଁରେ ପୂର୍ବରୁ ହତ୍ୟା, ମାରପିଟ୍‌, ଦାଦାବଟି ଅସୁଲି, ବେଆଇନ ଜମି କାରବାର, ଟେଣ୍ଡର ଫିକ୍ସିଂ ଭଳି ବହୁ ସଂଗୀନ ମାମଲା ରହିଛି । ୨୦୧୬ରେ ପୋଲିସ ଅପରାଧ ଦମନ ଅଭିଯାନ କରି ଟିମନର ସାମ୍ରାଜ୍ୟକୁ ଛାରଖାର କରିଦେଇଥିଲା । କିନ୍ତୁ କିଛି ବର୍ଷ ପରେ ଜେଲରୁ ଜାମିନରେ ଫେରିବା ପରେ ପୁଣି ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରିଦେଇଥିଲା ଏହି କୁଖ୍ୟାତ ଅପରାଧୀ ।

   Related Posts