Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଅଗ୍ନକାଣ୍ଡ : ଜଳିଗଲା ଜଗନ୍ନାଥଙ୍କ ବିଗ୍ରହ ଓ ଠାକୁରଘର

18/12/2018 at 3:45 PM

ଭଦ୍ରକ ୧୮/୧୨  ः ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ରାମଚନ୍ଦ୍ରପୁର ଅଂଚଳରେ ଘଟିଛି ଅଘଟଣ । ନିଆଁ ଲାଗି ଠାକୁରଘର ସହ ଶ୍ରୀଜଗନ୍ନାଥଙ୍କ ବିଗ୍ରହ  ପୋଡ଼ିଯାଇଛି । ଖବରରୁ ଜଣାଯାଇଛି,ରାମଚନ୍ଦ୍ରପୁର ପଂଚାୟତର ସରପଦା ଗାଁରେ ଦି ପ୍ରହର ସମୟରେ ହଠାତ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡର କାରଣ  ଜଣାପଡ଼ିନାହଁ । ଅଗ୍ନିକାଣ୍ଡ ଯୋଗୁଁ ତିନି ବିଗ୍ରହ ନିଆଁରେ  ଜଳିଯାଇଛି ।

   Related Posts