ଭାରତ-ଶ୍ରୀଲଙ୍କା ୨ୟ ଟି-୨୦, ଭାରତକୁ ୧୪୩ରନ୍‌ର ଟାର୍ଗେଟ

Published By : Prameya-News7 Bureau | January 07, 2020 IST

ଇନ୍ଦୋର୭।୧: ଇନ୍ଦୋର ହୋଲକର ଷ୍ଟାଡିୟମ୍‌ରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଦ୍ବିତୀୟ ଟ୍ବି-ଟେଣ୍ଟି । ଭାରତ ସମ୍ମୁଖରେ ୧୪୩ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା । ପ୍ରଥମ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ଓଭରରେ ୯ଓ୍ବିକେଟ ହରାଇ ୧୪୨ରନ୍‌ କରିବାକୁ ସାମର୍ଥ ହୋଇଛି । ଶ୍ରୀଲଙ୍କା ପକ୍ଷରୁ କୁଶଳ ପେରେରା ସର୍ବାଧିକ ୨୮ବଲ୍‌ରେ ୩୪ କରିଛନ୍ତି । ସେହପରି ଭାରତ ପକ୍ଷରୁ ସର୍ଦ୍ଦୁଲ ଠାକୁର ସର୍ବାଧିକ ୩ଟି ଓ୍ବିକେଟ, ସାଇନ, କୁଳଦୀ ୨ଟି ଲେଖାଏ ଓ୍ବିକେଟ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.