Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଭାରତ-ଶ୍ରୀଲଙ୍କା ୨ୟ ଟି-୨୦, ଭାରତକୁ ୧୪୩ରନ୍‌ର ଟାର୍ଗେଟ

7/01/2020 at 8:29 PM

ଇନ୍ଦୋର୭।୧: ଇନ୍ଦୋର ହୋଲକର ଷ୍ଟାଡିୟମ୍‌ରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଦ୍ବିତୀୟ ଟ୍ବି-ଟେଣ୍ଟି । ଭାରତ ସମ୍ମୁଖରେ ୧୪୩ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା । ପ୍ରଥମ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ଓଭରରେ ୯ଓ୍ବିକେଟ ହରାଇ ୧୪୨ରନ୍‌ କରିବାକୁ ସାମର୍ଥ ହୋଇଛି । ଶ୍ରୀଲଙ୍କା ପକ୍ଷରୁ କୁଶଳ ପେରେରା ସର୍ବାଧିକ ୨୮ବଲ୍‌ରେ ୩୪ କରିଛନ୍ତି । ସେହପରି ଭାରତ ପକ୍ଷରୁ ସର୍ଦ୍ଦୁଲ ଠାକୁର ସର୍ବାଧିକ ୩ଟି ଓ୍ବିକେଟ, ସାଇନ, କୁଳଦୀ ୨ଟି ଲେଖାଏ ଓ୍ବିକେଟ ନେଇଛନ୍ତି ।

   Related Posts